ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୦-୦୯-୨୦୨୧ )

ମେଷ :ଉଚ୍ଚଆଶା ସଫଳ ହେବ । ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ସ୍ଵାଭିମାନୀ ହେବେ। ବାଣିଜ୍ୟରେ ସଞ୍ଚୟ ହେବ। ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ-ଗୋଲଡେନ୍

ବୃଷ : ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ମହିଳାମାନେ ଅନୁଶାସନ ଭିତରେ ରହିବେ । ଚାକିରିରେ ନିଷ୍ଠା ରହିବ । ବ୍ୟବସାୟିକ ସଫଳ ହେବେ । ବିଦ୍ୟାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ମିଥୁନ : ଶତ୍ରୁମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ହୋଇପାରନ୍ତି। ଚାକିରିରେ ସମସ୍ୟା ରହିବ। ମହିଳାମାନେ ହତାଦର ହେବେ| ବାଣିଜ୍ୟରେ ହାନି ହୋଇପାରେ। ବିଦ୍ୟାର୍ଥୀ ଭ୍ରମରେ ପଡ଼ିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଗୋଲଡେନ୍

କର୍କଟ : ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ବାଣିଜ୍ୟରେ ସୁଫଳ ପାଇବେ । ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ଏଥିସହିତ ପଢ଼ନ୍ତୁ

ସିଂହ : କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ରାଜନୀତିରେ ପ୍ରତିଦ୍ବନ୍ଦିତା ସଫଳତା ମିଳିବ। ବାଣିଜ୍ୟରେ ସାମାନ୍ୟ ଫଳ ମିଳିବ। ବିଦ୍ୟାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-କଳା

କନ୍ୟା : ଯୋଜନା କରି ସଫଳ ହେବେ ସନ୍ତାନସନ୍ତତିଙ୍କୁ ନେଇ ଗୌରବାନ୍ବିତ ହେବେ । ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ । ବିଦ୍ୟାର୍ଥୀ ସଫଳତା ପାଇବେ ।ଶୁଭ ଅଙ୍କ- ୬, ଶୁଭ ରଙ୍ଗ-ସିଲଭର୍

ତୁଳା : କର୍ମକ୍ଷେତ୍ରରେ ଅସହଯୋଗ ରହିବ | ବନ୍ଧୁବାନ୍ଧବଙ୍କ ସହ ମନାନ୍ତର ରହିବ। ଚାକିରିରେ କାର୍ଯ୍ୟ ଭାର ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ବିଦ୍ୟାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା : କର୍ମକ୍ଷେତ୍ରରେ ସଫଳତା ପାଇବେ । ଚାକିରିରେ ଦକ୍ଷ ପ୍ରତିପାଦିତ ହେବେ । ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ଲାଭ ମିଳିବ । ବିଦ୍ୟାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-ଧଳା

ଧନୁ : ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ ବିଦ୍ୟାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ମକର : ଦିନଟି ଚଳଚଞ୍ଚଳ ରହିବ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ । ମହିଳାମାନେ ସୁଖୀ ରହିବେ ବାଣିଜ୍ୟରେ ପ୍ରସାର ହେବ। ବିଦ୍ୟାର୍ଥୀ ସଫଳ ହେବେ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଗୋଲାପି

କୁମ୍ଭ : କର୍ମକ୍ଷେତ୍ରରେ ସଫଳ ହେବେ। ଚାକିରିରେ ଅବହେଳା ରହିବ। ମହିଳାମାନେ ଆଳସ୍ୟ ରହିବେ। ବାଣିଜ୍ୟ ମାନ୍ଦା ରହିବ। ବିଦ୍ୟାର୍ଥୀ ଅସ୍ଥିର ରହିବେ | ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍

ମୀନ : କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ଉନ୍ନତି ହେବ । ବିଦ୍ୟାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ବାଇଗଣୀ

Leave A Reply

Your email address will not be published.