ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ କ୍ୟାନସର ଚିକିତ୍ସାର ଆଉ ଏକ ମାଇଲଖୁଣ୍ଟ: ଆଚାର୍ଯ୍ଯ ହରିହର କ୍ୟାନସର ଇନଷ୍ଟିଚ୍ୟୁଟରେ ଆରମ୍ଭ ହେଲା ମଲିକୁଲାର ଟେଷ୍ଟ

କଟକ: ରାଜ୍ୟରେ କ୍ୟାନସର ଚିକିତ୍ସାର ଆଉ ଏକ ମାଇଲଖୁଣ୍ଟ । ଆଚାର୍ଯ୍ଯ ହରିହର କ୍ୟାନସର ଇନଷ୍ଟିଚ୍ୟୁଟରେ ଆରମ୍ଭ ହେଲା ମଲିକୁଲାର ଟେଷ୍ଟ । ଏଥିପାଇଁ ଏକ ଘରୋଇ ସଂସ୍ଥା ସହ ରାଜ୍ୟ ସରକାର ଚୁକ୍ତି କରିଛନ୍ତି । ଟେଷ୍ଟ ବାବଦ ସବୁ ଖର୍ଚ୍ଚ ବହନ କରିବେ ସରକାର । ନିଦାନ ଯୋଜନାରେ ମଲିକୁଲାର ଟେଷ୍ଟ ଖର୍ଚ୍ଚ ବହନ କରିବେ । ଖୁବଶୀଘ୍ର ସବୁ ମେଡିକାଲ କଲେଜରେ ଏହି ସୁବିଧା ଉପଲବ୍ଧ ହେବ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ମଲିକୁଲାର ଟେଷ୍ଟ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.