ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମସ୍ତ ୩୦ ଜିଲ୍ଲା ପାଇଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ରାଜ୍ଯ ସରକାର

ଭୁବନେଶ୍ବର: ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି ରାଜ୍ଯସରକାର । ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ମନ୍ତ୍ରୀ ରୋହିତ ପୂଜାରୀଙ୍କୁ  ବାଲେଶ୍ବର ଦାୟିତ୍ବ ମିଳିଛି। ବିଧାୟକ ଦେବଶ ଆଚାର୍ଯ୍ଯଙ୍କୁ  ବରଗଡ଼ ଦାୟିତ୍ବ । ଚାନ୍ଦବାଲି ବିଧାୟକ ବ୍ଯମୋକେଶ ରାୟଙ୍କୁ ଭଦ୍ରକ ଦାୟିତ୍ବ । ବିଧାୟକ ମହିଧର ରାଣାଙ୍କୁ ବୌଦ୍ଧ ଦାୟିତ୍ବ  ମିଳିଛି। ସେହିପରି-

ଡ଼. ପ୍ରମୋଦ କୁରାମ ମଲ୍ଲୀକଙ୍କୁ- କଟକ

ରାଜେନ୍ଦ୍ର ଢୋଲକିଆଙ୍କୁ- ଦେବଗଡ଼

ବାସନ୍ତୀ ହେମ୍ବ୍ରମଙ୍କୁ- ଢେଙ୍କାନାଳ

ଜଗନ୍ନାଥନ ସାରକାଙ୍କୁ- ଗଜପତି

ପ୍ରଫୁଲ ମଲ୍ଲୀକଙ୍କୁ – ଗଞ୍ଜାମ

ପ୍ରମିଳା ମଲ୍ଲୀକଙ୍କୁ- ଜଗତସିଂହପୁର

ଶମୀର ରଞ୍ଜନ ଦାସଙ୍କୁ- ଯାଜପୁର

ପ୍ରୀତିରଞ୍ଜନ ଘଡେଇଙ୍କୁ- ଝାରସୁଗୁଡ଼ା

ନବକିଶୋର ଦାସଙ୍କୁ- କଳାହାଣ୍ଡି

ଶୀକାନ୍ତ ସାହୁଙ୍କୁ-  କନ୍ଧମାଳ

ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ-  କେନ୍ଦ୍ରାପଡ଼ା

ଜଗନ୍ନାଥ ନାଏକଙ୍କୁ – କେନ୍ଦୁଝର

ରାଜେନ୍ଦ୍ର କୁମାର ସାହୁଙ୍କୁ-  ଖୋର୍ଦ୍ଧା

ରଘୁ ରାମ ପଡେଲଙ୍କୁ-  କୋରାପୁଟ

ତୁଷାରକାନ୍ତି ବେହେରାଙ୍କୁ-  ମାଲକାନଗିରି

ଅଶ୍ବିନୀ ପାତ୍ରଙ୍କୁ- ମୟୁରଭଞ୍ଜ

ମନୋହର ରାନ୍ଧାରୀଙ୍କୁ – ନବରଙ୍ଗପୁର

ସତ୍ଯନାରାୟଣ ପ୍ରଧାନଙ୍କୁ- ନୟାଗଡ଼

ଟୁକୁନି ସାହୁଙ୍କୁ- ନୂଆପଡ଼ା

ନିରଞ୍ଜନ ପୂଜାରୀଙ୍କୁ- ପୁରୀ

ଅତନୁ ସବ୍ଯସାଚୀ ନାୟକଙ୍କୁ- ରାୟଗଡ଼

ପ୍ରତାପ କେଶରୀ ଦେବଙ୍କୁ-  ସମ୍ବଲପୁର

ପ୍ରଦୀପ କୁମାର ଅମାତଙ୍କୁ- ସୁବର୍ଣ୍ଣପୁର

ସାରଦା ପ୍ରସାଦ ନାୟକଙ୍କୁ – ସୁନ୍ଦରଗଡ଼

Leave A Reply

Your email address will not be published.