ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ, ଆମ୍ବୁଲାନ୍ସ ଡ୍ରାଇଭର ସାଜି ରୋଗୀଙ୍କୁ ନେଲେ ଡାକ୍ତରଖାନା

ସୋହେଲା: କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ନିଜ ଜୀବନକୁ ବାଜି ଲାଗାଇ ଆମ୍ବୁଲାନ୍ସ ଡ୍ରାଇଭର ସାଜି କରୋନା ରୋଗୀଙ୍କୁ ଡାକ୍ତରଖାନା ନେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ।

ସୂଚନା ଅନୁଯାୟୀ, ସୋହେଲା ବ୍ଲକ ତବଡା ଗାଁର ଜଣେ ଯୁବକ ଅନ୍ତର୍ଯ୍ୟାମୀ ମଟାରୀଙ୍କୁ ସୋହେଲା ଡାକ୍ତରଖାନାକୁ ଆଣି ଚିକିତ୍ସା ବ୍ୟବସ୍ଥା କରିଛନ୍ତି ଶ୍ରମ ମନ୍ତ୍ରୀ। ଗତବର୍ଷ ମଧ୍ୟ ଶ୍ରମମନ୍ତ୍ରୀ ଅନ୍ୟ ରାଜ୍ୟରୁ ନିଜ ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ନିଜେ ଗାଡ଼ି ଚଳାଇ ବୌଦ୍ଧ ଅଞ୍ଚଳକୁ ନେଇ ଛାଡ଼ିଥିଲେ । ଯାହା କି ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ମଧ୍ୟ ସେ ଏକ ନିଆରା କାମ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।

 

Leave A Reply

Your email address will not be published.