ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କୁଲ ବ୍ୟାଗରେ ଗଞ୍ଜେଇ ଚାଲାଣ, ୪ ଗିରଫ

କୋରାପୁଟ : ଗଞ୍ଜେଇ ଚାଲାଣର ନୂଆ ତରିକା, ସ୍କୁଲ ବ୍ୟାଗରେ ଭର୍ତ୍ତି କରି ଗଞ୍ଜେଇ ଚାଲାଣ କରାଯାଉଛି। ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମଲେଗାଁ ଛକ ନିକଟରେ ଚଡାଉ କରି ୨୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ଉତରପ୍ରଦେଶ ଓ ବିହାର ଅଞ୍ଚଳର ୪ଜଣ ଯୁବକକୁ ପୁଲିସ ଗିରଫ କରିଛି । ପୋଡ଼ଶି ଆନ୍ଧ୍ରପ୍ରଦେଶ ସିମାନ୍ତରୁ ଉତ୍ତରପ୍ରଦେଶ ଓ ବିହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଥିବା ସୁଚନା ପାଇ ଚଡାଉ କରାଯାଇଥିବା ନେଇ ନନ୍ଦପୁର ଏସ୍ଡ଼ିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.