bitcoin
Bitcoin (BTC) 2,239,709.31 0.28%
ethereum
Ethereum (ETH) 137,872.16 0.05%
tether
Tether (USDT) 77.63 0.07%
usd-coin
USD Coin (USDC) 77.71 0.08%
bnb
BNB (BNB) 23,481.62 0.27%
xrp
XRP (XRP) 29.87 1.54%
binance-usd
Binance USD (BUSD) 77.79 0.06%
cardano
Cardano (ADA) 35.59 1.46%
solana
Solana (SOL) 3,234.19 0.42%
dogecoin
Dogecoin (DOGE) 6.33 4.68%

ନିଲାମ ହେଲା ମରିଚି କୁଣ୍ଡ ପାଣି

ଭୁବନେଶ୍ୱର: ନିଲାମ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ମରିଚି କୁଣ୍ଡ ପାଣି । ପ୍ରଥମ ଗରା ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମୀ ହୋଇଛି । ପ୍ରଥମ ଗରା ପାଣିକୁ ଭୁବନେଶ୍ୱର ବରମୁଣ୍ଡା ରେଣ୍ଟାଲ କଲୋନୀର ବିରଞ୍ଚି ପ୍ରଧାନ ଓ ତାଙ୍କ ପତ୍ନୀ ସୁନନ୍ଦା ପ୍ରଧାନ ନିଲାମୀ ପ୍ରକ୍ରିୟା ସାମିଲ ହୋଇ ପାଣିକୁ ନେଇଛନ୍ତି । ସେହିପରି ଦ୍ୱିତୀୟ ଗରା ପାଣିକୁ ଭୁବନେଶ୍ୱର ସରକନ୍ତରା ବାହାଦଲପୁର ସରସ୍ୱତୀ ସାହୁ ୪୭ ହଜାର ଟଙ୍କାରେ ନେଇଛନ୍ତି । ମରିଚି କୁଣ୍ଡ ପାଣି ନେଇ ସ୍ନାନ କଲେ ସନ୍ତାନ ଲାଭ ହେବାର ସୌଭାଗ୍ୟ ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଭକ୍ତମାନେ ଅଶୋକାଷ୍ଟମୀ ରଥ ଯାତ୍ରା ପୂର୍ବ ଦିନ ବା ନେତ୍ର ଉତ୍ସବ ଦିନ ଏହି ମରିଚି କୁଣ୍ଡ ପାଣି ନେବାକୁ ଭିଡ଼ ଜମାଇଥାନ୍ତି ।

Leave a comment