ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମମିତା ମେହେର ନିଖୋଜ ମାମଲା : ଆଖୁ କିଆରିରେ ଲୁଚିଥିବା ବେଳେ ମୋଷ୍ଟ ୱାଣ୍ଟେଡ଼୍‌ ଗୋବିନ୍ଦ ସାହୁଙ୍କୁ ଗିରଫ କଲା ପୁଲିସ

ବଲାଙ୍ଗିର : କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଥିବା ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁକୁ ଗିରଫ କରିଛି ପୁଲିସ। ପୁଲିସ୍ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୁଡ଼ିପଦରୁ ପୁଲିସ ଗିରଫ କରିଛି। ମୁଡ଼ିପଦରେ  ଥିବା ଭଉଣୀ ଘରେ ଲୁଚିଥିଲା ଗୋବିନ୍ଦ। ପୁଲିସ ତାକୁ ଖୋଜୁଥିବା ଜାଣି ଆଖୁ କିଆରିରେ ଲୁଚିଥିଲା ଗୋବିନ୍ଦ। ଆଖୁ କିଆରିରେ ଲୁଚିଥିବା ବେଳେ ଗୋବିନ୍ଦଙ୍କୁ ଧରିଛି ପୁଲିସ।

 

Leave A Reply

Your email address will not be published.