ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ଯମନ୍ତ୍ରୀଙ୍କ ନର୍ଦ୍ଦେଶ: ୧୫ ଦିନ ମଧ୍ଯରେ କରୋନା ପ୍ରଭାବିତ ବିଧବା ଓ ଅନାଥ ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନ୍‌ସନ

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ମହାମାରୀ ଯୋଗୁ ବିଧବା ଓ ଅନାଥ ହୋଇଥିବା ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନସନ୍। ବିଧବା ଓ ଅନାଥ ହିତାଧିକାରୀଙ୍କୁ  ଚିହ୍ନଟ କରି ୧୫ ଦିନ ମଧ୍ଯରେ ମଧୁବାବୁ ପେନ୍‌ସନ ଯୋଜନାରେ ସହାୟତା ଦେବାକୁ ନିର୍ଦେଶ  ଦେଇଛନ୍ତି ମୁଖ୍ଯମନ୍ତ୍ରୀ। ଏଥିସହିତ ସାମାଜିକ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ମଧ୍ଯ କହିଛନ୍ତି। ବ୍ଲାକ ଫଙ୍ଗସ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି। ତୃତୀୟ ଲହରରେ ଶିଶୁଙ୍କ ଫୋକସ କରିବାକୁ କହିଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ ସ୍ଥିତରେ ଉନ୍ନତି ଆସିବ ବୋଲି ମୁଖ୍ଯମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.