ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେସକୁ ଚାପି ଦେବା ପାଇଁ ବ୍ୟବସାୟୀଙ୍କ ଠାରୁ ନେଉଥିଲେ ଲାଞ୍ଚ, ପୁଲିସବାବୁଙ୍କୁ ମାଡିବସିଲା ଭିଜିଲାନ୍ସ

ବୌଦ୍ଧ: ଭିଜିଲାନ୍ସ ହାବୁଡ଼ରେ ପଡିଲେ ପୁଲିସ୍ ଅଧିକାରୀ । ଜହ୍ନପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେ ଜଣେ ବସାୟୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତଙ୍କୁ ଗିରଫ କରିଛି । ପୂର୍ବ କେସକୁ ଚାପି ଦେବାପାଇଁ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ବ୍ରହ୍ମପୁର, ଫୁଲବାଣୀ ଏବଂ ବୌଦ୍ଧ ଭିଜିଲାନ୍ସ ଟିମ୍ ସମିଲଥିଲେ।

Leave A Reply

Your email address will not be published.