ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀଙ୍କ ମନ୍ଦିର

କେନ୍ଦୁଝର: ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ଯା । ବଢୁଥିବା କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି  ଜାନୁଆରି ୧୪ ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ଘଟଗାଁର ପ୍ରସିଦ୍ଧ ମା’ ତାରିଣୀ ମନ୍ଦିର ବନ୍ଦ ରହିବ । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ଅନୁସାରେ ୧୪ ତାରିଖ ଦିନ ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ। ତେବେ ପ୍ରତ୍ୟେକ ଦିନ ପରି ମା’ଙ୍କ ବେଶ, ନୀତିକାନ୍ତି, ସକାଳ ଆଳତି, ସନ୍ଧ୍ୟା ଆଳତି, ପହଡ଼ ଆଳତି ଓ ଅନ୍ନପ୍ରସାଦ ନୀତି ଯଥାରୀତି ସମ୍ପାଦନ ହେବ।

 

Leave A Reply

Your email address will not be published.