ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବାବେଳେ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ରାଉରକେଲା: ରାଉରକେଲା ସହରରୁ ପୁଣି ଟଙ୍କା ଲୁଟ। ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ସାତତାଲା ରିଙ୍ଗ ରୋଡ ନିକଟରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଟଙ୍କା ବ୍ୟାଗ ଝାମ୍ପିନେବା ପରେ ୨ ବାଇକ ଆରୋହୀ ଚମ୍ପଟ ମାରିଥିଲେ ।ଆଇ ଡି ସି କଲୁଙ୍ଗା ଠାରେ ଥିବା ଶିବାନିଆ ଷ୍ଟିଲ ଇଷ୍ଡଷ୍ଟ୍ରୀର କର୍ମଚାରୀ ପ୍ରଦୀପ ଚେଲଙ୍କଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ। ଦୁଇଜଣ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ। ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଟଙ୍କା ନେଇ କଲୁଙ୍ଗା ଯାଉଥିବା ବେଳେ ଟଙ୍କା ଲୁଟ ହୋଇଥିବା ଅଭିଯୋଗ।

୨୪ ଘଣ୍ଟାରେ ରାଉରକେଲାରେ ଏହା ଦ୍ୱିତୀୟ ଲୁଟ୍ । ଗତକାଲି ଉଦିତ ନଗର ଥାନା ଅଞ୍ଚଳରେ ହୋଇଥିଲା ଲୁଟ୍ । ବ୍ୟବସାୟୀଙ୍କଠାରୁ ୧୪ ଲକ୍ଷ ୯୩ ହଜାର ଲୁଟ ହୋଇଥିଲା ।

Leave A Reply

Your email address will not be published.