ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଲୁଟ୍: ଠିକଣା ପଚାରିବା ଆଳରେ ଝାମ୍ପିନେଲେ ସୁନା ଚେନ, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ଭୁବନେଶ୍ବର: ରାଜଧାନୀରେ ଲୁଟ୍ । ଘର ଠିକଣା ପଚାରିବା ଆଳରେ ଝାମ୍ପି ନେଲା ସୁନା ଚେନ । ସିସିଟିଭିରେ କଏଦ ହୋଇଛି ଝାମ୍ପି ନେବାର ସମ୍ପୂର୍ଣ୍ଣ ଦୃଶ୍ୟ । ଏହି ଘଟଣାଟି ନୟାପଲ୍ଲୀ ଅଞ୍ଚଳରେ ଘଟିଛି। ମହିଳା ଜଣକ ଘର ଭିତରେ ଝାଡୁ କରୁ ଥିଲେ। ଲୁଟେର ଜଣକ ଠିକଣା ପଚାରିବା ଆଳରେ ଗେଟ ବାହାରୁ ହାତ ପୁରାଇ ସୁନା ଚେନ ଝାମ୍ପି ନେଇଛନ୍ତି। ଏ ନେଇ ମହିଳା ଜଣଙ୍କ ନୟାପଲ୍ଲୀ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.