bitcoin
Bitcoin (BTC) 2,274,748.63 1.05%
ethereum
Ethereum (ETH) 141,206.80 6.84%
tether
Tether (USDT) 77.51 0.07%
usd-coin
USD Coin (USDC) 77.59 0.18%
bnb
BNB (BNB) 23,916.33 5.60%
xrp
XRP (XRP) 30.40 3.27%
binance-usd
Binance USD (BUSD) 77.59 0.11%
cardano
Cardano (ADA) 37.24 6.67%
solana
Solana (SOL) 3,417.39 8.83%
dogecoin
Dogecoin (DOGE) 6.08 5.57%

ଭିଜିଲାନ୍ସ ଜାଲରେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ, ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଚଢାଉ କରାଯାଇଛି। ୯ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ। ଭୁବନେଶ୍ୱରର ୮ଟି ସ୍ଥାନ ଓ କଟକ ଏବଂ ବାଙ୍କୀର ଗୋଟିଏ ସ୍ଥାନରେ ଚାଲିଛି ଚଢାଉ। କଳାରାହାଙ୍ଗ ଅଫିସ , ପୈତୃକ ଘର ସମେତ ୯ଟି ସ୍ଥାନରେ  ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଚଢ଼ାଉରେ ୫ ଡିଏସ୍‌ପି, ୧୦ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

Leave a comment