ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରାଘାତରେ ଗୋଟିଏ ପରିବାରର ୪ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ମଲ୍ଲିକାମୁଣ୍ଡାରେ ଅଭାବନୀୟ ଘଟଣା ଘଟି ଯାଇଛି। ବଜ୍ରାଘାତରେ ଗୋଟିଏ ପରାବାରର ୪ ସଦସ୍ଯଙ୍କ ମୃତ୍ଯୁ ଘଟିଛି। ମୃତକ ୪ ଜଣଙ୍କ ମଧ୍ଯରେ ଜଣେ ନାବାଳକ ରହିଛନ୍ତି। ୪ ଜଣ ହେଲେ ଚୁଡାମଣି ନାଗ, ତ୍ରିନାଥ ନାଗ , ଲକ୍ଷ୍ମଣ ନାଗ, ଗୁଣସାଗର ନାଗ (୧୫)।

ସୂଚନା ଅନୁଯାୟୀ, ଘର କାମ ଚାଲିଥିବ ବେଳେ ଉକ୍ତ ୪ଜଣ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ଯୁ ଘଟିଛି।

Leave A Reply

Your email address will not be published.