Browsing Category

ଜୀବନଚର୍ଯ୍ୟା

ଜାତୀୟ ଯୁବ ଦିବସ

ବିଶ୍ବବନ୍ଦିତ ସନ୍ନ୍ୟାସୀ ତଥା ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଏବଂ ଚିନ୍ତାଧାରାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଏ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୁବକମାନଙ୍କ ଭୂମିକାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ।…

ତ୍ବଚା ପାଇଁ ଉପକାରୀ ଲୋଟସ୍‌ ପାଉଡର

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଲୋଟସ ପାଉଡର ତ୍ବଚା ପାଇଁ ଖୁବ୍ ଉପକାରୀ। ଏହି ପାଉଡର୍‌ରେ ମଏଶ୍ଚରାଇଜିଂ ଓ କଣ୍ଡିସନିଂ ଗୁଣ ଥାଏ। ଫଳରେ ଏହାକୁ ଲଗାଇଲେ ତ୍ବଚା କୋମଳ ରହେ। ତେବେ ଏହାକୁ ଠିକ୍ ତରିକାରେ ଲଗାଇବାର ଯଥେଷ୍ଟ ଆବଶ୍ୟକତା ଅଛି। ଲୋଟସ ପାଉଡରରେ ଅଳ୍ପ ବୁନ୍ଦା ଗୋଲାପ ଜଳ ମିଶାନ୍ତୁ। ତାହାକୁ ମୁହଁରେ…

ଷ୍ଟାର୍ଟଅପ୍‌ରେ ଅନ୍ତିମ ସଂସ୍କାର ସେବା

ଅର୍ଥନୈତିକ ବିକାଶ ଓ ପ୍ରଯୁକ୍ତିବିଦ୍ୟା, ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ଆଣିଛି। ବ୍ୟବସାୟ ଜଗତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ବର୍ତ୍ତମାନ ଦେଶରେ ଷ୍ଟାର୍ଟଅପ୍‌ ଟ୍ରେଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମାୟାନଗରୀ ମୁମ୍ବାଇରେ ଏକ ଷ୍ଟାର୍ଟଅପ୍ ଚର୍ଚ୍ଚାର ବିଷୟ…

କାର୍ତ୍ତିକ ମାସରେ ମା’ ଲକ୍ଷ୍ମୀଙ୍କ…

ଶ୍ରୀବିଷ୍ଣୁଙ୍କ ପ୍ରିୟ ମାସ କାର୍ତ୍ତିକରେ ତୁଳସୀ ପୂଜନ ସହିତ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ମା’ ଲକ୍ଷ୍ମୀଙ୍କ ବିବିଧ ପୂଜା ସହିତ ମହାଲକ୍ଷ୍ମୀ ସ୍ତୋତ୍ର ପାଠ କରିବା ଦ୍ବାରା ସବୁ ପ୍ରକାର ରୋଗଦୋଷରୁ ମୁକ୍ତି ମିଳିଥାଏ। ସୁଖସମୃଦ୍ଧି ମଧ୍ୟ ବୃଦ୍ଧି ହୁଏ। ତେବେ କାର୍ତ୍ତିକ…

ଧନବୃଦ୍ଧି ପାଇଁ ବାସ୍ତୁ ନିୟମ

ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଅର୍ଥର ଆବଶ୍ୟକତା ରହିଛି। ଏହା ସହିତ ଅନ୍ୟାନ୍ୟ ସୁଖସୁବିଧା ପାଇଁ ମଧ୍ୟ ଅର୍ଥ ଦରକାର। ତେଣୁ ସମସ୍ତେ ଆର୍ଥିକସ୍ତରରେ ଉନ୍ନତି କରିବାକୁ ଚାହାନ୍ତି। କିନ୍ତୁ ଏମିତି କିଛି ବାସ୍ତୁଦୋଷ ରହିଛି, ଯାହା ଦ୍ବାରା ଘରେ ଅର୍ଥାଭାବ ସୃଷ୍ଟି…

ଗୃହପ୍ରବେଶ ପାଇଁ ନିୟମ

ନିଜ ଘର ହେଉ କିମ୍ବା ଭଡ଼ାଘର, ନୂଆ ଘରଟି ସୁଖ, ସମୃଦ୍ଧି, ଉର୍ନତ ଓ ଶୁଭଫଳ ପ୍ରଦାନକାରୀ ହେଉ, ଏହି ଭାବନା ରଖି ସମସ୍ତେ ଗୃହପ୍ରବେଶ କରିଥାନ୍ତି। ତେବେ ଗୃହପ୍ରବେଶ ସମୟରେ କେତେକ ନିୟମକୁ ମାନିବା ଉଚିତ। ଆସନ୍ତୁ ଜାଣିବା, ସେସବୁ ନିୟମ ସମ୍ପର୍କରେ…- ବିଦ୍ବାନ ବ୍ରାହ୍ମଣଙ୍କଠାରୁ ଉପଯୁକ୍ତ ତିଥି,…

ଭଗବାନ ଯେବେ ସେବକ ସାଜନ୍ତି…

ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଚିରନ୍ତନ ଓ ଶାଶ୍ବତ। ଭକ୍ତର ଭକ୍ତି ରୂପକ ରଜ୍ଜୁରେ ଭଗବାନ ବନ୍ଧା। ଭକ୍ତଟିଏ ଭଗବାନଙ୍କଠାରେ ସଦା ଆନ୍ତରିକ ବିଶ୍ବାସ ଓ ଭକ୍ତି ରଖୁଥାଏ । ଠିକ୍ ସେହିଭଳି ଭଗବାନ ମଧ୍ୟ ଭକ୍ତର ଭାବଭକ୍ତିରେ ସଦାସର୍ବଦା ବନ୍ଧା। ଭକ୍ତର ଭକ୍ତି ଭଗବାନଙ୍କୁ ଟାଣିଆଣେ ବୈକୁଣ୍ଠରୁ…

ମହାଦେବଙ୍କ ପ୍ରିୟ ପୁଷ୍ପ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାମ, ପୂଜାପାଠରେ ଫୁଲ ବ୍ୟବହାର କରାଯାଏ। ବିଭିନ୍ନ ଦେବଦେବୀଙ୍କୁ ଭିନ୍ନ ଭିନ୍ନ ପୁଷ୍ପ ଅର୍ପଣ କରାଯାଏ। ଏହିକ୍ରମରେ ମହାଦେବଙ୍କୁ କେଉଁ ଫୁଲ ଅର୍ପଣ କଲେ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା।ଦୁଦୁରା ଶିବଲିଙ୍ଗରେ ନିୟମିତ ଦୁଦୁରା ଫୁଲ ସହ ବେଲପତ୍ର ଓ ଦୂବ ଅର୍ପଣ…

ସୁସ୍ଥ ରହିବା ପାଇଁ ୧୦ଟି ଟିପ୍ସ

ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି...* ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା…

ସ୍ବପ୍ନରେ ମୃତ୍ୟୁ ଦେଖିବା ଦ୍ଵାରା କଣ…

ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କିନ୍ତୁ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବା ଅଘଟଣା ବିଷୟରେ ସ୍ବପ୍ନରୁ ମଧ୍ୟ ସଙ୍କେତ ମିଳିଥାଏ। ରାମାୟଣ ଓ ମହାଭାରତରେ ମଧ୍ୟ ସ୍ବପ୍ନରୁ ମିଳୁଥିବା ସଙ୍କେତ ବିଷୟରେ ଉଲ୍ଲେଖ ରହିଛି। କୁହାଯାଏ ଯେ, ଭଗବାନ ରାମଚନ୍ଦ୍ର ପିତା ଦଶରଥଙ୍କ…