ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ପରବର୍ତ୍ତୀ ନୂତନ ସ୍ଥଳସେନା ମୁଖ୍ୟ। ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି  କେନ୍ଦ୍ର ସରକାର। ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନା ମୁଖ୍ୟ ହେବେ ମନୋଜ ପାଣ୍ଡେ। ଜେନେରାଲ ନରଭଣେଙ୍କଠାରୁ ଦାୟିତ୍ବ ନେବେ ମନୋଜ ପାଣ୍ଡେ। ବର୍ତ୍ତମାନ ଆର୍ମି-ଭାଇସ୍ ଚିଫ୍ ଭାବେ କାର୍ଯ୍ଯରତ ଅଛନ୍ତି ମନୋଜ ପାଣ୍ଡେ।

ସୂଚନା ଅନୁଯାୟୀ,  ଆସନ୍ତା ଏପ୍ରିଲ ୩୦ରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାଧ୍ୟକ୍ଷ ପଦ ଗ୍ରହଣ କରିବେ। ସେ ଜେନେରାଲ ଏମ.ଏମ. ନରଓ୍ଵଣେଙ୍କ ସ୍ଥାନ ନେବେ। ନେରାଲ ଏମ.ଏମ. ନରଓ୍ଵଣେ ଚଳିତ ମାସ ଶେଷ ଆଡକୁ କାର୍ଯ୍ଯରୁ ଅବସର ନେଉଛନ୍ତି।

 

Leave A Reply

Your email address will not be published.