ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରଲୋକରେ ବିଶିଷ୍ଠ ସାହିତ୍ୟିକା ଗୀତା ହୋତା

ଭୁବନେଶ୍ବର: ପରଲୋକରେ ବିଶିଷ୍ଠ ସାହିତ୍ୟିକା ଗୀତା ହୋତା ।  ସାହିତ୍ୟିକା, ଅମୃତାୟନ ପତ୍ରିକାର ସମ୍ପାଦିକା, କଳିଙ୍ଗ ପୁସ୍ତକ ମେଳାର ସଭାପତି ଗୀତା ହୋତାଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗତକାଲି ରାତି ୯.୪୦ ସମୟରେ ଭୁବନେଶ୍ଵର ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ସେ ହେଉଛନ୍ତି ବିଶିଷ୍ଟ ସାହିତ୍ୟକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଓ ସମୟର ସମ୍ପାଦକ ସାତକଡି ହୋତାଙ୍କ ଧର୍ମପତ୍ନୀ।
Leave A Reply

Your email address will not be published.