Browsing Category
ଖେଳ ଖବର
Catch up with latest Sports News, Cricket News, Live Cricket Score Updates, Football, Tennis, Badminton, and sports coverage from The Sakala.
ପାଣ୍ଡ୍ୟା ବାହିନୀ ଆଟାକ୍ରେ କଙ୍ଗାରୁ…
ମୁମ୍ବଇ: ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଆଜି ପ୍ରଥମ ମ୍ୟାଚ୍ ଖେଳାଯାଉଥିବା ବେଳେ ପାଣ୍ଡ୍ୟା ବାହିନୀ ଆଟାକ୍ରେ କଙ୍ଗାରୁ ବେହାଲ ହୋଇଯାଇଛି। ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର…
ହକି ଇଣ୍ଡିଆ ବାର୍ଷିକ ପୁରସ୍କାର-୨୦୨୨:…
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅଶୋକା ହୋଟେଲରେ ହକି ଇଣ୍ଡିଆର ବାର୍ଷିକ ପୁରସ୍କାର- ୨୦୨୨ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହକି ଖେଳାଳିଙ୍କୁ ସମ୍ମାନିତ କରାଯାଉଛି। ପ୍ରଥମେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କିଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅମିତ୍…
ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ…
ମୁମ୍ବଇ:ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳାଯିବ। ପାରିବାରିକ କାରଣ ଯୋଗୁ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ରେ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ…
ଡ୍ର ରହିଲା ଭାରତ-ଅଷ୍ଟ୍ରେଲିଆ ୪ର୍ଥ…
ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡ୍ର ହୋଇଛି। ଏଥିସହ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ୍ ହରାଇ ୧୭୫ ରନ କରିବା ସହ ପଞ୍ଚମ ଦିନର ଖେଳ…
ଇତିହାସ ରଚିଲା ଭାରତ, ଲଗାତାର ଦ୍ୱିତୀୟ…
ନୂଆଦିଲ୍ଲୀ : ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଟିମ୍ ଇଣ୍ଡିଆ।ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର୍-ଗାଭାସ୍କର୍ ଟ୍ରଫିର ଚତୁର୍ଥ ତଥା ଶେଷ ମ୍ୟାଚ୍ରେ ଶେଷ ନହେଉଣୁ ଭାରତ…
ଏଫ୍ଆଇଏଚ୍ ପ୍ରୋ ଲିଗ୍ :…
ରାଉରକେଲା : ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପ୍ରୋ ଲିଗ୍ ଭାରତ ଦମ୍ଦାର ପଦର୍ଶନ ଜାରି ରଖିଛି। ଉଦଘାଟନୀ ମ୍ୟାଚରେ ବିଶ୍ବବିଜେତା ଜର୍ମାନୀକୁ ୩-୨ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ତାର ଦ୍ବିତୀୟ ମ୍ୟାଚରେ…
ଦୀର୍ଘ ୩ ବର୍ଷ ପରେ ଟେଷ୍ଟରେ ଶତକ ମାରିଲେ…
ଅହମଦାବାଦ: ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ବିରାଟ କୋହଲି ଟେଷ୍ଟରେ ଶତକ ହାସଲ କରିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ର ଚତୁର୍ଥ ମ୍ୟାଚ୍ ଖେଳା ଯାଉଥିବା ବେଳେ ଆଜି ଚତୁର୍ଥ ଦିବସରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ସେ ୨୪୧ଟି ବଲ୍ରୁ ୫ଟି…
ଶୁବମନ ଗିଲଙ୍କ ଐତିହାସିକ ଇନିଂସ, ୨୦୨୩ରେ…
ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର୍-ଗାଭାସ୍କର୍ ଟ୍ରଫିର ଚତୁର୍ଥ ମ୍ୟାଚ୍ରେ ଓପନର୍ ଶୁବମନ ଗିଲ ଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଶତକ ହାସଲ କରି ଶୁବମନ ଗିଲ ଏଭଳି ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ଚଳିତ ବର୍ଷ କୌଣସି…
ଏଫ୍ଆଇଏଚ୍ ପ୍ରୋ ଲିଗ୍ : ଉଦଘାଟନୀ…
ରାଉରକେଲା : ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜି ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପ୍ରୋ ଲିଗ୍ରେ ଭାରତ ଦମ୍ଦାର ବିଜୟ ହାସଲ କରିଛି। ଉଦଘାଟନୀ ମ୍ୟାଚରେ ଭାରତ ଜର୍ମାନୀକୁ ୩-୨ ଗୋଲରେ ହରାଇ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଆଜିର ମ୍ୟାଚରେ…
ଅହମ୍ମଦାବାଦ ଟେଷ୍ଟରେ ବଡ଼ ରେକର୍ଡ ସୃଷ୍ଟି…
ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲୁଥିବା ୪ର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ତାରକା ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ 'ବିରାଟ ରେକର୍ଡ' କରିଛନ୍ତି। ଏହି ରେକର୍ଡ ହାସଲ କରିବା ମାତ୍ରେ ଭାରତୀୟ କ୍ରିକେଟ୍ ଇତିହାସରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନାମ ଯୋଡି ହୋଇଯାଇଛି। ଅହମ୍ମଦାବାଦରେ…