ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ରାୟଗଡ଼ା

ଗାଧୋଇବାବେଳେ ବଂଶଧାରା ନଦୀରେ ଭାସି ୨…

ଗୁଣପୁର: ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ୨ ଶିଶୁ । ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମିନାଝୋଲା ଶୈବପୀଠରେ ଆଜି ଅଭାବନୀୟ ଘଟଣା ଘଟିଛି। ବଂଶଧାରା ନଦୀ ପାଣି ସ୍ରୋତରେ ଭାସି ନିଖୋଜ ହୋଇଯାଇଛନ୍ତି ଦୁଇଜଣ । ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ (ବୟସ ୯) ଆଉ ଜଣେ ନାବାଳିକା…

ଗିରଫ ହେଲେ ରାୟଗଡ଼ା ଡିଏଫ୍‌‌ଓ ବିଜୟ…

ଭୁବନେଶ୍ବର : ଗିରଫ ହୋଇଛନ୍ତି ରାୟଗଡ଼ା ଡିଏଫ୍‌‌ଓ ବିଜୟ କୁମାର ପରିଡ଼ା। ଡିଏଫ୍‌‌ଓ ବିଜୟ କୁମାର ପରିଡ଼ାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ମୁନିଗୁଡା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ନାଁରେ ଡିଏଫ୍‌‌ଓ ବିଜୟ କୁମାର ପରିଡ଼ା ୩ କୋଟି ଟଙ୍କା ହରିଲୁଟ କରିଥିବା ନେଇ ହୋଇଥିଲା ଅଭିଯୋଗ। ଯାହାକୁ ନେଇ…

ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ…

ରାୟଗଡ଼ା : ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି। ରାୟଗଡ଼ା ଠାରେ ଭିଜିଲାନ୍ସ ତରଫରୁ ୫…

ଅମ୍ବୁଲାନ୍ସକୁ ଧକ୍କା ଦେଲା ତପସ୍ୱିନୀ…

ରାୟଗଡ଼: ରାୟଗଡ଼ରୁ ସମ୍ବଲପୁର ଅଭିମୁଖେ ବାହାରିଥିବା ତପସ୍ୱିନୀ ଏକ୍ସପ୍ରେସ ଥେରୁବାଲି ଷ୍ଟେସନ ଛାଡିବା ପରେ ବୃନ୍ଦାବାଡି ନିକଟରେ ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ପହଂଚି ଆମ୍ବୁଲାନ୍ସକୁ ବାହାର କରିବା ପରେ ଟ୍ରେନ ୨୦ ମିନିଟ…

ଟ୍ରକ୍ ସହ ୭୫୦ କେଜି ଗଂଞ୍ଜେଇ ଜବଦ, ଜଣେ…

ଗୁଣପୁର: ଟ୍ରକ୍ ସହ ୭ ଶହ ୫୦ କେଜି ଗଂଞ୍ଜେଇ ଜବଦ ଜଣେ ଗିରଫ। ବଢୁଛି ବେଆଇନ୍ ଗଂଞ୍ଜେଇ ଚାଲାଣ ଧରିବାରେ ସଫଳ ହେଉଛି ପୁଲିସ। ରାୟଗଡା ଜିଲ୍ଲା ପଦ୍ମପୁର ପୁଲିସ ବିଶେଶ ସୁତ୍ରରୁ ଖବର ପାଇିଁ କେନ୍ଦୁଗୁଡା ଫାଣ୍ଡି ନିକଟରେ ଗୋଖାଦ୍ୟ ବୋଝେଇ ଟ୍ରକ୍ ଉପରେ ଚଢାଉ କରିଥିଲା। ଏହି ଗୋଖାଦ୍ୟ ବୋଝେଇ ଟ୍ରକ୍ ରେ…

ଭୁଶୁଡ଼ିଲା ନିର୍ମାଣାଧୀନ କଲଭର୍ଟ, ୪…

କଲ୍ୟାଣସିଂହପୁର : ରାୟଗଡାରେ ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ଜଣଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଚିଛି ଏହି ଅଘଟଣ। ଏହି ଅଘଟଣ ଯୋଗୁ ଆହୁରି କିଛି ଲୋକ ଆହତ ହୋଇଥିବା ଜଣାଯାଇଛି।କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ…

ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣା: ଜମି…

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌। ପର୍ଦ୍ଦାଫାସ କଲା ପୋଲିସ। ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼। ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି…

ସମସ୍ତଙ୍କ ଜିଜ୍ଞାସାର କେନ୍ଦ୍ର…

ରାୟଗଡ଼ା/ପଦ୍ମପୁର(ଆଦିତ୍ୟ ମିଶ୍ର): ଗୋଟେ ଭାଷା ସୃଷ୍ଟି ହେବା ପରେ ପିଢ଼ି ପରେ ପିଢ଼ି ମାର୍ଜିତ ହୁଏ। ଆମ ଦେଶରେ ଅନେକ କଥିତ ଆଦିବାସୀ ଭାଷା ଅଛି। କିଛି ଭାଷାର ଲିପି ଅଛି, ଆଉ କିଛି ଭାଷା, ଲିଖିତ ପରିପ୍ରକାଶ ପାଇଁ ଅନ୍ୟ ଲିପି ଉପରେ ନିର୍ଭରଶୀଳ। ଆମ ରାଜ୍ୟର ଏକ ପୁରାତନ ଭାଷା ସଉରା ଭାଷା କିନ୍ତୁ ଏ…

ଟ୍ୟାଙ୍କର-ବାଇକ୍‌ ଧକ୍କା, ଦୁଇ ମୃତ

ରାୟଗଡା: ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ଟ୍ୟାଙ୍କର ବାଇକ୍ କୁ ଧକ୍କା ଦେବା ଫୋଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ଯୁ ଘୋଟିଥିବା ବେଳେ ଜଣେ ଗୁରୁତର ଆହତ ହେଇଛନ୍ତି। ମୃତକଙ୍କ ମଧ୍ୟରେ ଟିକିରି ଥାନା ଅନ୍ତର୍ଗତ…

ଦୁଇ ଦିନିଆ ରାୟଗଡା ଗସ୍ତରେ 5T ସଚିବ…

ରାୟଗଡ଼ା: ଦୁଇ ଦିନିଆ ରାୟଗଡା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ସକାଳୁ ସକାଳୁ ବିକାଶ କାମର ସମୀକ୍ଷା ପାଇଁ ବାହାରିଛନ୍ତି 5T ସଚିବ। ଆଉ କିଛି ସମୟ ପରେ କାଶିପୁର ନିୟୁ ସିଏଚସିରେ ପହଞ୍ଚି ବିକାଶ କାମର ଅନୁଧ୍ୟାନ କରିବେ। ନୂଆ ବିଲଡିଂ ନିର୍ମାଣ କାମର ଅନୁଧ୍ୟାନ କରିବେ 5T ସଚିବ। ପରେ ଖୁରିଗାମ…