ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ରାୟଗଡ଼ା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ହାଇୱା ତଳେ…

କଲ୍ୟାଣସିଂହପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ହାଇୱା ତଳେ ଭାରସାମ୍ୟ ହରାଇ ପଶିଗଲା ବାଇକ୍‌। ଯାହା ଫଳରେ ବାଇକରେ ବସିଥିବା ୩ ଜଣ ହାଇୱା ତଳେ ଚାପିହୋଇଯାଇଥିଲେ। ଏଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।ମିଳିଥିବା ସୂଚନା ଅନୁସାରେ କଲ୍ୟାଣସିଂହପୁର…

ମୁନିଗୁଡ଼ା ରେଞ୍ଜରେ ମହାରାଷ୍ଟ୍ର ବାଘର…

ମୁନିଗୁଡ଼ା: ରାୟଗଡ଼ା ବନଖଣ୍ଡ ମୁନିଗୁଡା ବନାଞ୍ଚଳରେ ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘର ଉପସ୍ଥିତିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ୪ ରାଜ୍ୟ ଡେଇଁ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ମହାବଳ ଏବେ ମୁନିଗୁଡା ରେଞ୍ଜ ଦହିଖାଲ ଅଞ୍ଚଳରେ ବୁଲୁଛି। ଗତ କିଛିଦିନ ହେବ ଗଜପତି ଓ କନ୍ଧମାଳ ଜିଲ୍ଲାରେ ମହାବଳର…

ଗଜପତି ପରେ ରାୟଗଡା ଜିଲ୍ଲାରେ ପ୍ରବେଶ…

ରାୟଗଡା : ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘର ଗଜପତି ଜିଲ୍ଲା ପରେ ରାୟଗଡ଼ାରେ ଦୃଶ୍ୟମାନ ହୋଇଛି । ମହାବଳ ବାଘଟି ମହାରାଷ୍ଟ୍ରର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଗଜପତି ଜିଲ୍ଲାରେ ବୁଲୁଥିବା ବେଳେ ଏବେ ରାୟଗଡ଼ା ଜଙ୍ଗଲକୁ ଯାଇଥିବା ବନ ବିଭାଗ ଅନୁମାନ କରୁଛି । ଗତକାଲି…

ଦୁର୍ଗମ ଅଞ୍ଚଳରେ ଡ୍ରୋନ୍‌ରେ ପହଞ୍ଚିଲା…

ରାୟଗଡ଼ା/ ଗୁଡ଼ାରୀ/ କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାରେ ଡ୍ରୋନ୍ ସ୍ବାସ୍ଥ୍ୟସେବା ନେଟ୍‌ୱର୍କ ଶୁଭାରମ୍ଭ ହୋଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଶୁଭାରମ୍ଭ ହୋଇଯାଇଛି।…

ରାୟଗଡ଼ାରୁ ୨ଟି କଲରାପତରିଆ ବାଘ ଛାଲ…

ଭୁବନେଶ୍ବର : ରାୟଗଡାରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବା ସହ ଦୁଇ ବେପାରୀଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ରାୟଗଡ଼ା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ଡିଲ୍‌ କରାଯାଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌। ଏହାପରେ ସେହି ସ୍ଥାନରେ ପହଞ୍ଚି ୨ଟି କଲରାପତରିଆ…

ପୋଲତଳୁ ମିଳିଲା ମଣିଷ ପାଦ ଓ ପଞ୍ଜରାହାଡ଼…

ରାୟଗଡ଼ା: ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଗ୍ରାମର ଶ୍ମଶାନ ନାଳରେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ ଦେଖିବାକୁ ମିଳିଛି ।ମିଳିଥିବା ସୂଚନା ଅନୁଯାୟୀ, ଅମ୍ବାଦଳା ଗ୍ରାମର ରଞ୍ଜନ ସ୍ୱାଇଁ ଦିନ ୧୧ଟା ସମୟରେ ମଶାଣି ନାଳକୁ ଶୌଚ ପାଇଁ ଯାଇଥିବା ସମୟରେ ନାଳରେ ରହିଥିବା ପୋଲ ତଳେ ଏକ ମଣିଷ ପାଦ ଓ…

ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ,…

ରାୟଗଡ଼ା: ନିଆଳି ପରେ ରାୟଗଡ଼ା ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ । ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ଗଞ୍ଜୁଗୁଡାରେ ମାତିଛି ଅଜଣା ଜନ୍ତୁ । ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମରିଥିବା ସୂଚନା ମିଳିଛି । ଛେଳି ଗୁଡିକୁ ଚରାଇବାକୁ ନେଇଥିବା ବେଳେ ବର୍ଷା ଯୋଗୁଁ ଫେରାଇ ଆଣି ପାରିନଥିଲେ। ଅଜଣା ଜନ୍ତୁ…

ନାବାଳିକା ଛାତ୍ରୀଙ୍କୁ ସ୍କୁଲ ପିଅନ…

ରାୟଗଡା/ଟିକିରି: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଦ୍ୟାଳୟରେ ନିୟୋଜିତ ଜଣେ ପିଅନ ସଇତାନ ପାଲଟି ଉକ୍ତ ବିଦ୍ୟାଳୟରେ ଅଧ୍ୟନରତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି…

ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ ଯୁବକ

ରାୟଗଡ଼ା: ବଂଶଧାରା ନଦୀରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ଗୁଡ଼ାରୀ ନିକଟରେ ସେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ବୁଡ଼ି ଯାଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି।

ରାସ୍ତା ଉପରେ ଯାତ୍ରୀବାହି ବସକୁ ଆକ୍ରମଣ…

ରାୟଗଡ଼ା: ରାସ୍ତା ମଝିରେ ହଙ୍ଗାମା କଲେ ଗଜରାଜ । ଚଳନ୍ତା ବସକୁ ଅଟକାଇ ଆକ୍ରମଣ କଲା ହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ବାହାରପଟୁ ଆକ୍ରମଣ କରି ଗାଡିର ସାମ୍ନାପଟ କାଚ ଭାଙ୍ଗି ଦେଇଛି ଦନ୍ତା । ରାୟଗଡ଼ା ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର କମରଡ଼ା ରାସ୍ତାରେ ଏହି ଘଟଣା ଘଟିଛି । ବସ୍ ଯାତ୍ରୀମାନେ…