ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ଓଡ଼ିଶା

Find all latest Odisha news and breaking news headlines at The Sakala. Get latest update news on politics, entertainment, sports at your fingertips.

ଲୋକଙ୍କ ସହ ଭିଡ଼ିଓ କଲରେ କଥା ହେଲେ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ରାଜନୀତି କରି ନାହାନ୍ତି; ବରଂ ସେ ରାଜନୀତିରେ ରହି ଲୋକଙ୍କ ସେବା କରୁଛନ୍ତି। ଆଉ ଏହା ତାଙ୍କ ରାଜନୀତି ଜୀବନ ଆରମ୍ଭ ହେବା ଦିନଠୁ ଆଜି ଯାଏଁ ପ୍ରମାଣିତ ହୋଇଆସିଛି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ରହିଥିବା…

ଗାଧୋଉଥିବାବେଳେ ପୋଖରୀରେ ବୁଡ଼ିଯାଇ ୨…

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଧୀନ ପ୍ରତାପପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ଗାଧୋଉଥିବା ବେଳେ ୨ ଜଣ ନାବାଳିକାଙ୍କର ସଲିଳ ସମାଧି ଘଟିଛି । ଗ୍ରାମର ଜନୈକ ମାଛ ଚାଷ ପୋଖରୀରେ ଗାଧୋଇବା ସମୟରେ ବୁଡି ଯାଇଥିଲେ । ନିକଟରେ ଲୋକେ ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ…

ଔଷଧ ଦୋକାନରେ ପଶିଲା ଜଙ୍ଗଲୀ ବାରହା,…

କେନ୍ଦୁଝର : ମେଡିସିନ ଷ୍ଟୋରରେ ପଶିଲା ଜଙ୍ଗଲୀ ବାରହା। କେନ୍ଦୁଝର ସହର କୋର୍ଟ ସମ୍ମୁଖରେ ଥିବା ଆପୋଲୋ ଫାର୍ମାସୀ ନାମକ ଏକ ଔଷଧ ଦୋକାନରେ ଆଜି ସକାଳେ ୯.୩୦ରେ ଏକ ଜଙ୍ଗଲୀ ବାରହା ପଶିଯାଇଥିଲା ।ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରିଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ବନ ବିଭାଗକୁ…

ଦ୍ୱିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ…

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି…

ସକାଳୁ ତାତିର ତାଉ : ସାଢ଼େ ୮ଟା ସୁଦ୍ଧା…

ଭୁବନେଶ୍ବର : ରାଜ୍ୟରେ ପୁଣି ଉପର ମୁହାଁ ହୋଇଛି ତାପମାତ୍ରା। ଗତକାଲି ରାଜ୍ୟର ୧୮ ସହରରେ ପାରଦ ଲମ୍ବ ଡ଼ିଆଁ ମାରି ୪୦ ଡ଼ିଗ୍ରୀ ଟପିଥିବା ବେଳେ ଆଜି ସକାଳୁ ତାତିର ତାଉ ବଢିଯାଇଛି। ଯାହା ଜଣାପଡୁଛି ଆଜି ପାରଦ ୪୫ ଡିଗ୍ରୀ ପଟିପାରେ।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା…

ଜଣଙ୍କୁ ଧକ୍କାଦେଇ ଫେରାର ବେଳେ ଆଉ ଏକ…

କେନ୍ଦୁଝର : ଜଣଙ୍କୁ ଧକ୍କାଦେଇ ଫେରାର ବେଳେ ଆଉ ଏକ ଦୁର୍ଘଟଣା ଘଟାଇଲା ଟ୍ରକ୍‌। ମଙ୍ଗଳବାର ବିଳମ୍ବିତ ରାତ୍ରିରେ କେନ୍ଦୁଝର ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଏକ ଟ୍ରକ ଜଣଙ୍କୁ ଧକ୍କା ଦେଇ ଫେରାର ହେଉଥିବା ବେଳେ ରାସ୍ତା କଡ଼ରେ ଛିଡାହୋଇଥିବା ଏକ ବାଇକ୍ ଉପରେ ଚଢିଯାଇଥିଲା। ଯାହା…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା…

ଭୁବନେଶ୍ୱର : ଆଜି  ରୁକୁଣା ରଥଯାତ୍ରା ଓ ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରେ ମାଉସୀ ମା’ ଛକସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ। ରଥାରୂଢ଼ ହେବେ ପ୍ରଭୁ ଲିଙ୍ଗରାଜ (ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ)। ସାରଥୀ ସାଜିବେ ସ୍ୱୟଂ…

ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା…

ଅନୁଗୁଳ : ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା  ଯାତ୍ରୀବାହୀ ଡଲଫିନ୍ ବସ୍‌। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାରେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଯାଜପୁର ବସ୍ ଦୁର୍ଘଟଣା : ଏସସିବିରେ…

କଟକ : ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ବଜାର ନିକଟରେ ଗତକାଲି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଓଭରବ୍ରିଜ୍ ତଳକୁ ଏକ ବସ୍‌ ଖସିପଡ଼ିବାରୁ ସେଥିରେ ଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କଟକ…

ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା…

ଯାଜପୁର: ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଯାଜପୁର ୧୬ ନଂ ଜାତୀୟ ରାଜପଥର କୁଆଖିଆ ଥାନା ବାରବାଟି ଛକ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛନ୍ତି। ଅଗ୍ନିଶମବାହିନୀ…