Latest Odisha News, Breaking News Today | Top Updates on Corona
Browsing Category

ଓଡ଼ିଶା

Find all latest Odisha news and breaking news headlines at The Sakala. Get latest update news on politics, entertainment, sports at your fingertips.

ପଞ୍ଚାୟତିରାଜ ଦିବସ ପାଇଁ ଆସନ୍ତାକାଲି…

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 5th March’ 2021 is declared a holiday for State…

ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଂ…

ନୂଆଦିଲ୍ଲୀ: ଦେଶରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବେଙ୍ଗାଲୁରୁ ଶ୍ରେଷ୍ଠ ସହର ହୋଇପାରିଛି । ଅନ୍ୟପକ୍ଷରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପ୍ରଥମ ସ୍ଥାନରେ ଶିମଳା ରହିଥିବା ବେଳେ  ୨ୟ ସ୍ଥାନରେ ରହିଛି ଭୁବନେଶ୍ୱର । ଏ ନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର…

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା; ରେଳ…

ବ୍ରହ୍ମପୁର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଗଞ୍ଜାମ ଜିଲ୍ଲା ବଡ଼ଶଙ୍ଖ ନିକଟ ରେଲୱେ ବ୍ରିଜ୍ ତଳୁ ଗୁରୁବାର ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଶିଶୁକନ୍ୟାର ବୟସ ବର୍ଷେ କିମ୍ବା ଦେଢ଼ ବର୍ଷ ହୋଇଥିବା ଅନୁମାନ କରାଯାଉ ଥିବା ବେଳେ କେହି ମାରିବା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରି ରେଳ ବ୍ରିଜ୍…

ପୁଣି ବଢିଲା ବସ୍ ଭଡ଼ା

କଟକ: ରାଜ୍ୟରେ ଗୁରୁବାର ପୁଣି ବସ୍‌ ଭଡ଼ା ବୃଦ୍ଧି ପାଇଛି । କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ହୋଇଛି। ବର୍ଦ୍ଧିତ ଭଡା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି। ସାଧାରଣ ବସ୍ ଭଡା ୮୦ ପଇସାରୁ ୮୫କୁ…

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ୍…

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଆର୍ସେଲର ମିତ୍ତଲର ନିପୋନ୍ ଷ୍ଟିଲ୍ । ଏନେଇ ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଗୁରୁବାର ଏମଓୟୁ ସ୍ବାକ୍ଷରିତ ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ…

ସିଲ୍ ହେଲା ବରମୁଣ୍ଡା ଏଚପି ପେଟ୍ରୋଲ…

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱର ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପ ସିଲ୍‌ ହୋଇଛି। ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଆଜି ଉକ୍ତ ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୁଲିସ‌। ଗତକାଲି ଏହି ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ଦିଆଯାଉଥିବା ନେଇ ପ୍ରବଳ ପାଟିତୁଣ୍ଡ…

ପୁଲିସର ପରିଚୟ ଦେଇ ଲୁଟି ନେଲେ ଟ୍ରକ

ଖୋର୍ଦ୍ଧା : NH ରେ ପୁଣି ମାତିଲେ ଲୁଟେରା। ବାରମ୍ବାର NH ରେ ଲୁଟ ହେଉଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ଟେର ପାଉନି। ଆଉ ଏହାରି ମଧ୍ୟରେ ପଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜପଥରୁ ବାରମ୍ବାର ଲୁଟ କରୁଥିବା ଲୁଟେରା ଏଣିକି ପୁଲିସର ପରିଚୟ ଦେଇ ଲୁଟ୍‌ କରିବାକୁ ପଛାଉନାହାନ୍ତି। ଏପରି ଏକ ଲୁଟ୍‌ ହୋଇଛି ୧୬ ନଂ…

ବିବନ କହିବ ୨୨ ବର୍ଷ ତଳର ଅଞ୍ଜନା ମିଶ୍ର…

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ କିଏ ଥିଲା ମୁଖ୍ୟ ଷଡ଼ଯନ୍ତ୍ରକାରୀ, କଣ ଥିଲା ସେହି କାଳ ରାତିର କାହାଣୀ ତାହା ଜାଣିବା ପାଇଁ ମୁଖ୍ୟ ଅଭିଯୁକ୍ତ ବିବନୁ ଆଜିଠୁ ଦୁଇଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଦୁଇ ଦିନିଆ ରିମାଣ୍ଡରେ ନେଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳଠୁ ସତ ଓଗାଳିବା…

ବିଭତ୍ସ ହତ୍ୟା : ନଦୀ ପଠାରେ ପଡିଛି ଖଣ୍ଡ…

ସୁନ୍ଦରଗଡ଼ : ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ନଦୀ ପଠାରୁ ଜଣେ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଏବଂ ଗଣ୍ଡି ମିଳିଛି । କେହି ଅତି ନୃଶଂସ ଭାବେ ହତ୍ୟା କରି ଯୁବକଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଫୋପାଡ଼ିଥିବା ଅନୁମାନ କରାଯାଇଛି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ…

ସିମ୍‌ ବିକ୍ରେତାରୁ ବିଶ୍ବର ସବୁଠୁ ବଡ…

ଭୁବନେଶ୍ବର : ଆପଣ ନିଜ ସହରରୁ ଅନ୍ୟ ସହରକୁ ଗଲେ କେଉଁଠି ରହିବେ, କଣ ଖାଇବେ ଚିନ୍ତା କରୁକରୁ ଆପଣ ଓୟୋ ରୁମ ବାବଦରେ ଚିନ୍ତା କରିଥାନ୍ତି । ପକେଟକୁ ସୁହାଇଲା ଭଳି ହୋଟେଲ ସାଙ୍ଗକୁ ଅଜଣା ସହରରେ ସୁବିଧାରେ ରୁମ ମିଳିବା ଏହି ୱେବସାଇଟକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଆପଣ ଜାଣନ୍ତି କି ଏହି  ‘ଓୟୋ’…
0Shares
0