ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

କଳାହାଣ୍ଡି

Kalahandi News: Find all Latest and Breaking News on Kalahandi. Read Breaking News on Kalahandi updated and published at The Sakala.

ଆଜିଠୁ କଳାହାଣ୍ଡିରେ ଗଡ଼ିବ ‘ଲକ୍ଷ୍ମୀ’…

ଭବାନୀପାଟଣା : ରାଜ୍ୟ ସରକାରଙ୍କ ଅନ୍ୟତମ ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’ରେ ବୁଧବାର ଠାରୁ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଗଡ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଆସି ଏଠାରେ ୬୩ଟି ଲକ୍ଷ୍ମୀ ବସ୍‌‌ର ଶୁଭାରମ୍ଭ କରିବେ। ତେବେ ଆସନ୍ତାକାଲି କଳାହାଣ୍ଡି…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । ଯାହାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି କଳାହାଣ୍ଡି । କାଲି କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଜିଲ୍ଲାବାସୀଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ…

ବିଲକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍,…

କେସିଙ୍ଗା : କେସିଙ୍ଗା : ବିଲ୍‌କୁ ଓଲଟି ପଡିଲା ଯାତ୍ରୀବାହୀ ବସ୍। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିବା ଫଳରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।ସୂଚନା ଅନୁସାରେ କଳାହାଣ୍ଡି କେସିଙ୍ଗା ଥାନା ଡୁମେରମୁଣ୍ଡା ଶିରୋଲ ରାସ୍ତା ନିକଟରେ ଝୁଲେଲାଲ ନାମକୁ ଘରୋଇ…

ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ…

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମାର୍କେଟିଙ୍ଗ ଇନ୍ସପେକ୍ଟର ବ୍ଲକ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ୧୪ ହଜାର ଟଙ୍କା…

କଳାହାଣ୍ଡିରେ ଚାଞ୍ଚଲ୍ୟ : ଶଙ୍କରପଲା…

ଜୁନାଗଡ : କଳାହାଣ୍ଡିରେ ଖେଳିଯାଇଛି ଚାଞ୍ଚଲ୍ୟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ଘଟିଯାଇଛି ଟ୍ରିପଲ୍ ମର୍ଡର। ଗାଁ ମୁଣ୍ଡରେ ଆଜି ସନ୍ଧ୍ୟା ସମୟର ଟ୍ରିପଲ୍ ମର୍ଡର ହୋଇଥିବା ଜଣାପଡିଛି। ଗୋଟିଏ ପରିବାରର ଜଣେ ମହିଳା, ଶିଶୁ ଓ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ…

ପାରିବାରିକ କଳିରୁ ନିଜ ବଡବାପାଙ୍କୁ ହାଣି…

କଳାହାଣ୍ଡି: ପାରିବାରିକ କଳହର କରୁଣ ପରିଣତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଯୁଗସାଇପାଟଣା ନିକଟରେ ଅଭାବନୀୟ ଘଟଣା ଘଟି ଯାଇଛି। ପାରିବାରିକ କଳିରୁ ନିଜ ବଡବାପାଙ୍କୁ ହାଣି ହତ୍ୟା କରିଛି ପୁତୁରା  ନିଜ ସାନଭାଇ ଓ ଦୁଇ ପୁତୁରା ମିଶି ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା…

ଆକାଶରୁ ଖସିଲା ମୃତ୍ୟୁ : ବଜ୍ରାଘାତରେ…

ଭବାନୀପାଟଣା/ କୋରାପୁଟ : ଆଜି ଅପରାହ୍ନରେ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଅନ୍ତର୍ଗତ ଚିତାମୁଣ୍ଡା ଗ୍ରାମରେ ବ୍ରଜପାତରେ ଗୋଟିଏ ପରିବାରର ତିନି ଜଣ ମହିଳା ପ୍ରାଣ ହରାଇଛନ୍ତି। ବିଲରେ କାମ…

କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲବଣିସର ଗାଁରେ ଅଭାବନୀୟ ଘଟଣା ଘଟାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି। କକାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, କାକା ମୁଗାନା ମାଝୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ବିଳମ୍ବିତ ରାତିରେ…

ଉଦ୍‌ଘାଟନ ହେଲା ଉତ୍କେଲା ବିମାନ ବନ୍ଦର,…

କଳାହାଣ୍ଡି: ସମୃଦ୍ଧିର ଆକାଶରେ ଉଡ଼ାଣ ଭରିବ କଳାହାଣ୍ଡି। ଉଦ୍‌ଘାଟନ ହେଲା ଉତ୍କେଲା ବିମାନ ବନ୍ଦର। ଉତ୍କେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି । ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ବରରୁ ପହଞ୍ଚିବେ କଳାହାଣ୍ଡିରେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ…

ଆଜି ଉଦ୍‌ଘାଟନ ହେବ ଉତ୍କେଲା ବିମାନ…

କଳାହାଣ୍ଡି: ଆଜି ଉଦଘାଟନ ହେବ ଉତ୍କେଲା ବିମାନ ବନ୍ଦର । ସଜେଇ ହୋଇଛି ବିମାନ ବନ୍ଦର । ଦିନ ୧୦ଟା ୩୦ରେ ବିମାନ ବନ୍ଦର ଉଦଘାଟନ ହେବାକୁ ଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡିର ବିକାଶରେ ଯୋଡ଼ିହେବ ନୂଆ ଫର୍ଦ୍ଦ ।…