ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ଢେଙ୍କାନାଳ

Dhenkanal News: Find all Latest and Breaking News on Dhenkanal. Read Breaking News on Dhenkanal updated and published at The Sakala.

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନ ମାଣପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। କମାଳଙ୍ଗ ଇଟାଭାଟିରେ କାର୍ଯ୍ୟ କରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଇଟାଭାଟି କାର୍ଯ୍ୟ ସାରି ଘରେ ଶୋଇଥିବା ବେଳେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ ଘଟିଥିବା ଜଣାପଡ଼ିଛି। ଏଥିସହ ଆଉ…

ଘରେ ଶୋଇଥିବାବେଳେ ଫାଟିଲା ଗ୍ୟାସ୍…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଞ୍ଜକାନ୍ତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଘରେ ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶମ୍ଭୁ ପ୍ରସାଦ ରଥ । ଘରେ ସେ ଶୋଇଥିବା ବେଳେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଶମ୍ଭୁଙ୍କ ଜୀବନ୍ତ ଦଗ୍ଧ ଘଟିଛି । ଶମ୍ଭୁ ଜଣେ ଗାଡ଼ି…

ବିଦେଶୀ ପଦ୍ମ ପ୍ରେମରେ ଦମ୍ପତି

ଢେଙ୍କାନାଳ(ରିତେଶ ବ୍ରହ୍ମ): ଗ୍ରାମ ପୋଖରୀରେ ଫୁଟିଥିବା ପଦ୍ମ ଓ କଇଁ ଫୁଲକୁ ଆଣି ନିଜେ କୁଣ୍ଡରେ ରଖି ଆଜକୁ ୧୫ବର୍ଷ ତଳେ ବ୍ୟବସାୟ ଆରମ୍ଭ କରିଥିଲେ ପ୍ରଶାନ୍ତ। ଧୀରେ ଧୀରେ ଏହି ବ୍ୟବସାୟ ଆଗକୁ ବଢ଼ିବା ସାଙ୍ଗକୁ ଦେଶ ବାହାରୁ ପଦ୍ମ ଫୁଲର ବିଭିନ୍ନ ପ୍ରକାରର ଚାରା ଥାଇଲାଣ୍ଡ, ଆମେରିକା ଭଳି ଦେଶରୁ ଅର୍ଡର…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀର…

ଢେଙ୍କାନାଳ: ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶରଖିଆ ଗ୍ରାମରେ ଘଟିଛି ଏପରି ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀ ପ୍ରତାପ ସ୍ୱାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାମ କଲରା ସ୍ୱାଇଁ ବୋଲି…

ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ:…

ଢେଙ୍କାନାଳ: ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ସମ୍ମୁଖରେ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଆମ୍ବ ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ। ପ୍ରେମିକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିବା ବେଳେ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ଶକ୍ତି ସୁଗାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ। ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ଗଈ ମଧ୍ୟ ଉକ୍ତ ଟ୍ରକ ଧକ୍କାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତକ ବାଇକ…

ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ…

ପ୍ୟାଡ୍‌ ଓମ୍ୟାନ୍‌ ଅଙ୍କିତା

ଢେଙ୍କାନାଳ(ଅମରେନ୍ଦ୍ର ଦାସ) : ବୃତ୍ତିରେ ସାମ୍ବାଦିକା ହେଲେ ଲୋକଙ୍କ ସେବା ଓ ଶିକ୍ଷା ଦେବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ପରିବାର ଲୋକଙ୍କଠାରୁ ଆରମ୍ଭ କରି ଆଖପାଖର ଲୋକଙ୍କ ପାଇଁ ସେ ସାଜିଛନ୍ତି ସାଥୀ। ଝିଅମାନଙ୍କୁ ମାସିକ ଋତୁସ୍ରାବ ଏବଂ ସୁରକ୍ଷା ବିଷୟରେ ସଚେତନ କରି ନାରୀ ଜାତି ପାଇଁ ପାଲଟିଛନ୍ତି…

କେନାଲରେ ବୁଡି ସ୍ୱାମୀ ମୃତ୍ୟୁ, ସ୍ତ୍ରୀ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ମୃତକଙ୍କ ନାଁ ଧୁଶାସନ ସାହୁ  (୭୦) ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାଁ…

ଶୋଇଥିବା ବେଳେ ମା’ ଓ ପୁଅଙ୍କ…

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରାପଡିଆରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶୋଇଥିବା ବେଳେ ଏକ ଟ୍ରକ ମା' ଓ ପୁଅଙ୍କ ଉପରେ ମାଡ଼ିଯାଇଛି। ଏହି ସମୟରେ ଅଳ୍ପକେ ୪ଜଣ ବର୍ତ୍ତି ଯାଇଛନ୍ତି। ମା' ଓ ପୁଉଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି…