ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

କଟକ

Cuttack News: Find all Latest and Breaking News on cuttack. Read Breaking News on cuttack updated and published at The Sakala.

ଦଶମ ଶ୍ରେଣୀ ଛାତ୍ରର ବେକ କାଟି…

ଆଠଗଡ଼: ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍‌। ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଉଦେଇପୁର ଗାଁର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟ ନାରାୟଣ ଦାସ।  ଟିୟୁସନରୁ ଫେରିବା ବାଟରେ କଳା ପଲସର୍ ଗାଡ଼ିରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୂର୍ଯ୍ୟ ନାରାୟଣକୁ ଛୁରା ମାଡ଼ କରିଥିଲେ। ସୂର୍ଯ୍ୟଙ୍କ…

କଟକ ଏସ୍‌‌ସିବିର ଜରୁରୀକାଳୀନ ଅଧିକାରୀ…

କଟକ : ଚିକିତ୍ସକ ଜଗତରେ ଅତି ପରିଚିତ ଚେହେରା ଡାକ୍ତର ଭୁବନାନନ୍ଦ ମହାରଣା(୬୯) ଆଉ ନାହାନ୍ତି। ମସ୍ତିଷ୍କାଘାତର ଶିକାର ହୋଇ ଏସ୍‌‌ସିବି ନ୍ୟୁରୋସର୍ଜରୀ ଆଇସିୟୁରେ ଚିକିତ୍ସିତ ହେଉଥିବା ଡାକ୍ତର ମହାରଣା ମଙ୍ଗଳବାର ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ସମଗ୍ର ମେଡିକାଲ ଜଗତକୁ…

ଜମ୍ବୁ-ମାର୍ଶାଘାଇ କେନାଲ: ନଅଙ୍କ…

କଟକ (ବିଚିତ୍ରାନନ୍ଦ ବେହେରା): ନଅଙ୍କ ଦୁର୍ଭିକ୍ଷ ସମୟରେ ଲୋକଙ୍କୁ ଖାଦ୍ୟ ପାଇଁ କାମ ଯୋଜନାରେ ବ୍ରିଟିଶ ସରକାର ଖନନ କରିଥିଲେ ଜମ୍ବୁ-ମାର୍ଶାଘାଇ କେନାଲ। ଯେଉଁ କେନାଲ ଦେଇ ଲୋକେ ଯାତାୟତ କରିବା ସହ ବାଣିଜ୍ୟିକ କାରବାର କରୁଥିଲେ ଓ ଏହି କେନାଲ ପାଣିକୁ ଜଳସେଚନରେ ବ୍ୟବହାର କରାଯାଉଥିଲା। ଏହି କେନାଲ…

ସ୍କୁଲରୁ ଫେରୁଥିବା ବେଳେ ହାଇୱା ଧକ୍କାରେ…

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଥାନା ବାଘୁଆପାଳ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ହାଇୱା ଧକ୍କାରେ ୬ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟି ସ୍କୁଲ ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଶିଶୁପୁତ୍ର ଜଣଙ୍କ ବାଘୁଆପାଳ ଗ୍ରାମର ଦିପୁ ଦେହୁରୀଙ୍କ ପୁଅ ସମୀର ଦେହୁରୀ ବୋଲି…

ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ…

କଟକ : ସାରା ରାଜ୍ୟର ରୂପାନ୍ତରଣ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ କଟକରେ ଏହି ରୂପାନ୍ତରଣ କାର୍ଯ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ହୋଇଛି। ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେଡିକାଲର ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା । କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି ।…

ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ…

ସାଲେପୁର : କଟକ ଚାନ୍ଦବାଲି ରାସ୍ତା କଟରପଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାନ୍ଦବାଲିରୁ ରାଜକନିକା ଦେଇ କଟକ ଆସୁଥିବା ମନୋରମା ନାମକ ଯାତ୍ରୀବାହୀ ବସ୍‌ ସହ ଏକ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଘନ କୁହୁଡି କାରଣରୁ ହୋଇଥିବା ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ…

ନିଖୋଜ ନାବାଳକର ଗଳାକାଟି ହତ୍ୟା, ପୋଖରୀ…

ସାଲେପୁର: ୧୨ ବର୍ଷ ନାବାଳକର ଗଳାକାଟି ହତ୍ୟା । ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଛ ଅଞ୍ଚଳରେ । ଚନ୍ଦନ ପୋଖରୀ ହୁଡ଼ା ନିକଟରୁ ବାଳକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକଙ୍କ ନାଁ ଜ୍ୟୋତିପ୍ରକାଶ ବେହେରା । ଗତକାଲି ରାତିରୁ ପିଲାଟି ଘରୁ ଯାଇ ଆଉ ଫେରି ନଥିଲା । ପରିବାର ଲୋକେ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା…

ବାଙ୍କୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟିହୋଇଗଲା ବରଯାତ୍ରୀ କାର। ଯାହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବାଙ୍କୀ ରଣଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଛି।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କାରଟି ଆଠଗଡ଼ରୁ ବାଙ୍କୀ…

ନାବାଳିକା ଦୁଷ୍କର୍ମକାରୀ ଅଜାକୁ ୨୦ ବର୍ଷ…

କଟକ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଲେ କଟକ ଫାଷ୍ଟ ଟ୍ରାକ ଅଦାଲତ । ୨୦୧୯ ମସିହାରେ ମଧୁପାଟଣା ଥାନାରେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ପୀଡିତାର ଅଜା ଅଭିଯୁକ୍ତ ଗୋପାଳ ସିଂହକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହିତ ୧୦ହଜାର ଟଙ୍କା…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ…

ବାଙ୍କୀ: ବାରଙ୍ଗ ଥାନା ଅନ୍ତର୍ଗତ ମାଧୁପୁର ଗାଁରେ ଘର ଭିତରୁ ଏକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ଭାଇ । ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁଯାୟୀ, ଗତକାଲି ରାତିରେ ମଧୁପୁର ଗାଁର…