ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ଭଦ୍ରକ

ପାଟ୍ରୋଲିଂ ବେଳେ ପୋଲିସ ମାଡ଼ମାରିବା…

ଭଦ୍ରକ: ଭଦ୍ରକ ଜିଲ୍ଲା ଆଗରପଡା ପୋଲିସର ନାଇଟ୍ ପାଟ୍ରୋଲିଂ ବେଳେ ମାଡ଼ ଘଟଣାରେ ଏଏସଆଇଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କ ବଦଳି କରାଯାଇଛି । ଏହି ୪ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଏଏସ୍‌ଆଇଙ୍କ ସହିତ ଦୁଇ ଜଣ କନଷ୍ଟେବଳ ଓ ଜଣେ ହୋମ୍‌ଗାର୍ଡ ଅଛନ୍ତି। ଏନେଇ ଭଦ୍ରକ ଏଏସ୍‌ପି ବାମଦେବ ସିଂ ସୂଚନା ଦେଇଛନ୍ତି…

ଖୁବଶୀଘ୍ର ଭଦ୍ରକରେ ଗଡ଼ିବ ଲକ୍ଷ୍ମୀ ବସ୍,…

ଭଦ୍ରକ: ବୁଧବାର  ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ଫେବ୍ରୁଆରୀ ଶେଷ ସୁଦ୍ଧା ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ…

ଆଖଣ୍ଡଳମଣି ପୀଠରେ 5T ଅଧ୍ୟକ୍ଷ…

ଆରଡି : ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ହେଲିକପ୍ଟର ଯୋଗେ ଆରଡ଼ିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି । ମନ୍ଦିର ନିକଟରେ ସେବାୟତ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇଥିଲେ । ପରେ ୫ଟି ଅଧକ୍ଷ ଆଖଣ୍ଡଳମଣି ମନ୍ଦିରକୁ ଯାଇ ପୂଜା…

ଆଇରନ ଟ୍ରେଲରକୁ ପଛରୁ ପିଟିଲା ହାଇୱା :…

ବାସୁଦେବପୁର : ଭଦ୍ରକ ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଆଇରନ ବୋଝେଇ ଟ୍ରେଲରକୁ ପଛପଟୁ ଏକ ହାଇୱା ଧକ୍କା ଦେବା ଫଳରେ ଟ୍ରେଲରର ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ହାଇୱା ଚାଳକ ଗୁରୁତର ହୋଇଛନ୍ତି। ରାସ୍ତା ଉପରେ ଟାୟାର ସଜାଡିବା ସମୟରେ ଏପରି ଅଭାବନୀୟ ଘଟଣା…

ଘରେ ପଶି ପୂର୍ବତନ ସିଡିଏମଓଙ୍କୁ…

ଭଦ୍ରକ: ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ଼ ହୋଇଛି। ଭଦ୍ରକ ଟାଉନ ଥାନା ଅଞ୍ଚଳରେ ନିଜ ଘରେ ଥିବାବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି। ଆହତ ରଘୁନାଥଙ୍କୁ ଜିଲ୍ଲା ମୁଖ୍ୟ…

ରଥପଦା ଛକରେ ଭୟାନକ ଅଗ୍ନିକାଣ୍ଡ, ଜଳିଗଲା…

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତର ରଥପଦା ଛକରେ ଭୟାନକ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଯାଇଛି। ଖବର ପାଇ ବାସୁଦେବପୁର ଦମକଳ କେନ୍ଦ୍ରର ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିପାରିନବାରୁ ଧାମର ଦମକଳ କେନ୍ଦ୍ରର ଗାଡି…

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ…

ଭଦ୍ରକ: ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର ୪ ଗୁରୁତରଙ୍କ ମଧ୍ୟରୁ ୨ ମୃତ। କଲିକତାରୁ ଭୁବନେଶ୍ୱର ଆସିବା ବେଳେ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଣୀତାଲ ଛକ ନିକଟରେ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଖବର ପାଇ…

ଶାନ୍ତି ଭଙ୍ଗ ଓ ଦଙ୍ଗା ଆଶଙ୍କାରେ ଭଦ୍ରକ…

ଭଦ୍ରକ : ଭଦ୍ରକ ସହର ପୁରୁଣା ବଜାର ଥାନା ଅଧିନ ମଦିନା ମୈଦାନ ସମ୍ମୁଖରେ ସବିର ଖାଁ ନାମକ ଜଣେ ବ୍ୟକ୍ତି ଏକ ପ୍ରତିବାଦ ସଭା କରିବାକୁ ଆବେଦନ କରିଥିଲେ । ତେବେ ଏହି ପ୍ରତିବାଦ ସଭା ହେଲେ ସମ୍ପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ଶାନ୍ତି ଭଙ୍ଗ ଓ ଦଙ୍ଗା ହେବା  ଆଶଙ୍କାରେ ଲାଗିଲା ୧୪୪ ଧାରା ।…

ବିନା ପ୍ରଶିକ୍ଷଣ, ବିନା ପ୍ରେରଣାରେ କୁନି…

ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ନା ଅଛି ହାତରେ ତୂଳୀ ନା ଅଛି ରଙ୍ଗ, ବିଦ୍ୟାଳୟର କଳାପଟା ଆଉ ଚକ ସାହାଯ୍ୟରେ କୁନି ହାତ ଆଙ୍କି ଚାଲିଛି ଭଳିକି ଭଳି ଚିତ୍ର । ଜଣେ ଅଭିଜ୍ଞ ଚିତ୍ରକର ପରି । ବିନା ପ୍ରଶିକ୍ଷଣ, ବିନା ପ୍ରେରଣାରେ ନୂତନ ପରିଚୟ ସୃଷ୍ଟି କରିବା ପାଇଁ କୁନି ହାତ କରୁଛି ସଂଘର୍ଷ । ଏହି କୁନି…

ବ୍ଲକ୍ ଘେରାଉ ନାଁ ବିଜେପି କର୍ମୀଙ୍କ…

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ବ୍ଲକ୍ ଘେରାଉ କରିବା ନାଁରେ ଗୁଣ୍ଡାଗିରି କରିଛନ୍ତି ବିଜେପି କର୍ମୀ। ଗେଟ୍ ଭାଙ୍ଗି ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡ଼ିିଛି। ବିଜେପି କର୍ମୀଙ୍କ ଢେଲା ମାଡ଼ରେ SDPO ଦେବୀ ଶଙ୍କର…