ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ବଲାଙ୍ଗୀର

ରେଳ ଧାରଣାରୁ ମିଳିଲା ବଲାଙ୍ଗୀର ବଣିକ…

ବଲାଙ୍ଗୀର : ରେଳଧାରଣାରୁ ମିଳିଲା ରାଧିକା ଜୁଏଲାରୀ ମାଲିକ ତଥା ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ମୃତଦେହ। ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଖୁଜେନପାଲି ରେଳ ଧାରଣାରୁ ମିଳିଛି।ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ରେଳ ଧାରଣାରେ ଫୋପାଡି…

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର,…

ବଲାଙ୍ଗୀର: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଜୁଆଖେଳକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପିପଲ ଗାଁରେ ଘଟିଛି ଏପରି ଅଘଟଣ । ମୃତବ୍ୟକ୍ତି ଜଣକ ହେଲେ କାଲୁ ଦୀପ।ସୂଚନା ଅନୁସାରେ, ଗତ ଶୁକ୍ରବାର…

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ…

ବଲାଙ୍ଗୀର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ  । ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଠାରେ ୧୦୦ରୁ ଅଧିକ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ 5T ଅଧ୍ୟକ୍ଷ କାର୍ତ୍ତିକ…

ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଲେଖାହେଲା ଜଳସେଚନର ଐତିହାସିକ ଅଧ୍ୟାୟ। ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ ସହ ୩୦୫ କୋଟି ଟଙ୍କାରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି ଟଙ୍କାର…

ବଲାଙ୍ଗିରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେ…

ବଲାଙ୍ଗିର: ଆସନ୍ତାକାଲି ୩ ତାରିଖ (ବୁଧବାର)ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସୁଛନ୍ତି। ନୂଆବର୍ଷ ଅବସରରେ ସେ ବଲାଙ୍ଗିରବାସୀଙ୍କୁ ନୂଆ ଉପହାର ଭେଟିଦେବେ। ବଲାଙ୍ଗିରର ଜୀବନରେଖା ଲୋୟର୍‌ ସୁକତେଲ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ,…

ଏଟିଏମ୍ ରୁ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା,…

ପାଟଣାଗଡ଼: ବଲାଙ୍ଗୀର ଜିଲା ପାଟଣାଗଡ଼ ସରମୂହାଣ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଏକ ବଡ଼ ଧରଣର ଲୁଟ ହୋଇଛି। କେତେକ ଦୁବୃର୍ତ୍ତ ଏଟିଏମ୍‌ କାଉଣ୍ଟରକୁ କଟର ମେଶିନ୍‌ରେ କାଟି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଜଣାପଡିଛି।ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ଧୀରଜଙ୍କ ଅଡୁଆ ବଢ଼ିଲା, ପୋତାଧନ ଖୋଜିଲା…

ଭୁବନେଶ୍ୱର: ଆୟକର ବିଭାଗ ବିପୁଳ ଅର୍ଥ ଜବତ କରିବା ପରେ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି। ଧୀରଜଙ୍କ ଝାଡ଼ଖଣ୍ଡ ଲୋହରଡ଼ଗା ଓ ରାଞ୍ଚିସ୍ଥିତ ଘରେ ପହଞ୍ଚି ଆୟକର ବିଭାଗର ୧୨ ଜଣିଆ ଟିମ୍‌ ଖୋଳତାଡ଼ ଜାରି ରଖିଛନ୍ତି। ମାଟି ତଳେ ଟଙ୍କା ଓ ସୁନାଗହଣା ପୋତା ଯାଇଥିବା ସନ୍ଦେହରେ…

ଟ୍ରାକରେ ଫସିଗଲା ଗୋଡ଼, ଟ୍ରେନ ଧକ୍କାରେ…

କଣ୍ଟାବାଞ୍ଜି: ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିଅରଙ୍କ ମୃତ୍ୟୁ । ମୃତ ସିଗନାଲ ଇଞ୍ଜିନିୟର ହେଲେ ଅନୂପ ରାୟ । ବାପାଙ୍କ ମୃତ୍ୟୁପରେ ରେଳ ବିଭାଗରେ କରିଥିଲେ ଚାକିରି । ଗୁରବାର ରାତି କାମ ସାରି ଘରେ ଥିବା ବେଳେ ରେଳ ଗାଡ଼ିରେ କିଛି ଟେକ୍ନିକାଲ ସମସ୍ୟା ହୋଇଥିବା ନେଇ ଫୋନ ଆସିଥିଲା । ଅନୂପ କାମ ସାରି…

ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରୀପ ନବୀକରଣ…

ଭୁବନେଶ୍ବର : ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରୀପର ହେବ ନବୀକରଣ। ଏହି ଏୟାରଷ୍ଟ୍ରୀପର ଆଧୁନିକୀକରଣ ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ସହିତ ତୁଷୁରା ଏୟାରଷ୍ଟ୍ରୀପର ନବୀକରଣ ପାଇଁ ୬୫ କୋଟି ଟଙ୍କା ମଧ୍ୟ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ…

ପ୍ରକୃତି ପ୍ରେମରେ ପଡ଼ି ପ୍ରାକୃତିକ…

ବଲାଙ୍ଗିର(ଅଭିଳାଷ ହୋତା): ଆମେ ଯେତେବେଳେ ଅଜାଣତରେ ପ୍ରକୃତିକୁ ନଷ୍ଟକରି ଚାଲିଛେ, ସେତେବେଳେ ଦୁନିଆରେ ଅନେକ ଅଛନ୍ତି ଯେଉଁମାନେ ପ୍ରକୃତି ପ୍ରେମରେ ପଡ଼ି ଗଛଲତା, ପାହାଡ଼ ଆଦି ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେହିପରି ଜଣେ ନିସ୍ୱାର୍ଥପର ସବୁଜ ଯୋଦ୍ଧା…