ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ କୋଟଗଡ ଥାନା ଆଇଆଇସି

କନ୍ଧମାଳ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଧିରେଜ କୁମାର ଲେଙ୍କା।  ଏକ ମାମଲାକୁ ରଫାଦଫା କରିବାକୁ ପଇଁ ଦେଢଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଇଆଇସି ଧିରେଜ ଲେଙ୍କା । ସେ ନିଜ ଥାନାରୁ ଛୁଟିକାଟି ସରକାରୀ ଗାଡିରେ ଗାଁକୁ ଯାଉଥିବା ବେଳେ ବାଲିଗୁଡା ବଜାର ମଝିରାସ୍ତାରେ ପୂର୍ବରୁ ପ୍ରସ୍ତୁତ ଥିବା ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲ୍ଲାନ୍ସ ଟିମ୍ କାବୁ କରିବା ସହ ଲାଞ୍ଚ ନେଇଥିବା ଟଙ୍କା ଉଧାର କରିଛନ୍ତି। ଏଥିସହ ଆଇଆଇସିଙ୍କୁ ଭିଜିଲାନ୍ସ ଗିରଫ୍ କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.