ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସ୍.କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ, ଫିଲ୍ମ ନିର୍ମାଣରେ ବ୍ଯବହାର ହେଉଥିବା ବହୁ ଆସବାବପତ୍ର ପୋଡି ପାଉଁଶ

କୋଲକାତା: କୋଲକାତା ସ୍ଥିତ ଦକ୍ଷୀଣ କୋଲକାତାରେ ଥିବା ଟାଲି ଗଞ୍ଜ ଥାନାଅନ୍ତର୍ଗତ କୁନ୍ଦ ଘାଟ ଅଞ୍ଚଳରେ ଥିବା ନାମି ଦାମୀ ଫିଲ୍ମ ଷ୍ଟୁଡିଓ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟାବହ ଅଗ୍ନି କାଣ୍ଡ ଘଟିଛି।  ନିଆଁ ଏତେ ଜୋର୍ ଲାଗିଛି ଯେ ସାରା ଅଞ୍ଚଳରେ ଥିବା ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି ।  ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନାର ୧୪ ଟି  ଗାଡି ପହଞ୍ଚି ନିଆଁକୁ ଆୟତ କିରିବାକୁ ଚେଷ୍ଟା ଜାରି ରଖିଛନ୍ତି।  ନିଆଁରେ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଥିବା ୪ କୋଟି ଟଙ୍କାର କ୍ୟାମରା ସହ ଫିଲ୍ମରେ ବ୍ଯବହାର ହେଉଥିବା ବହୁ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.