ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିଶୁ ମୃତ୍ୟୁକୁ ନେଇ ବିବାଦ ପରେ କେନ୍ଦୁଝର ସିଡିଏମଓଙ୍କୁ ନବରଙ୍ଗପୁର ବଦଳି

କେନ୍ଦୁଝର: କେନ୍ଦୁଝର ସିଡିଏମଓ ସୁଜାତାରାଣୀ ମିଶ୍ରଙ୍କର ନବରଙ୍ଗପୁର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଡା. କିଶୋର ପୃଷ୍ଟିଙ୍କୁ କେନ୍ଦୁଝର ସିଡିଏମଓ ନିଯୁକ୍ତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଗୁରୁବାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କିଛିଦିନ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ବିବାଦରେ ଥିଲେ। ତେଣୁ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଏଡିଏମଓ ଡାକ୍ତର କିଶୋର ପୃଷ୍ଟିଙ୍କୁ କେନ୍ଦୁଝର ସିଡିଏମଓ ଭାବେ ଅବସ୍ଥାପିତ କରାଯାଇଛି।

Leave A Reply

Your email address will not be published.