ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ଯୁ

ଭୁବନେଶ୍ୱର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ଯୁ। କରୋନାରେ ଆକ୍ରାନ୍ତ ହୋଇ ୪୦ ବର୍ଷୀୟ ସାମ୍ବାଦିକ କୃଷ୍ଣ ପ୍ରସାଦଙ୍କ ଦେହାନ୍ତ ଘଟିଛି। ଭାଇଜାଗ୍‌ର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସେ ଗଜପତି ଜିଲ୍ଲାର ଗୋସାନି ଗ୍ରାମର ବାସିନ୍ଦା। ସେ ଏକ ତେଲୁଗୁ ଦୈନିକ ଖବରକାଗଜ ‘ଇନାଡୁ’ରେ ସାମ୍ବାଦିକ ଭାବେ କାମ କରୁଥିଲେ।

Leave A Reply

Your email address will not be published.