ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ତାତିରୁ ମିଳୁନି ନିସ୍ତାର । ଆଜି ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ମଧ୍ଯରୁ ଝାରସୁଗୁଡା ରାଜ୍ଯର ୪୩.୬ ଡ଼ିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। 

ସେହିପରି ସମ୍ବଲପୁର- ୪୨.୬ ଡ଼ିଗ୍ରୀ, ହୀରାକୁଦ- ୪୧.୮ ଡ଼ିଗ୍ରୀ, କେନ୍ଦୁଝର- ୪୦.୨ ଡ଼ିଗ୍ରୀ, ଚାନ୍ଦବାଲି- ୩୯.୪ ଡ଼ିଗ୍ରୀ, ଭୁବନେଶ୍ୱର- ୩୮ ଡ଼ିଗ୍ରୀ, ବାଲେଶ୍ୱର- ୩୭.୮ ଡ଼ିଗ୍ରୀ, ପୁରୀ- ୩୨.୬ ଡ଼ିଗ୍ରୀ, ପାରାଦୀପ- ୩୨ ଡ଼ିଗ୍ରୀ ଓ ଗୋପାଳପୁରର ତାପମାତ୍ରା ୨୯.୬ ଡ଼ିଗ୍ରୀ ରହିଛି।

Leave A Reply

Your email address will not be published.