bitcoin
Bitcoin (BTC) 2,352,689.85 2.35%
ethereum
Ethereum (ETH) 158,413.00 2.66%
tether
Tether (USDT) 77.82 0.08%
bnb
BNB (BNB) 24,954.87 2.00%
usd-coin
USD Coin (USDC) 77.97 0.06%
xrp
XRP (XRP) 32.83 1.82%
binance-usd
Binance USD (BUSD) 77.97 0.09%
cardano
Cardano (ADA) 42.13 2.29%
solana
Solana (SOL) 4,074.58 3.71%
dogecoin
Dogecoin (DOGE) 6.71 1.48%

ବଢିଲା ଜେଇଇ ମେନ୍ ପାଇଁ ଅନଲାଇନ୍ ଫର୍ମପୂରଣ ତାରିଖ

ଭୁବନେଶ୍ବର: ଜେଇଇ ମେନ୍ ପାଇଁ ଅନଲାଇନ୍ ଫର୍ମପୂରଣ ତାରିଖ ବଢାଇ ଦିଆଯାଇଛି । ପିଲାଙ୍କ ଦାବିକୁ ଦୃଷ୍ଟିରେ ରଖି ଆବେଦନ ତାରିଖ ବୃଦ୍ଧି ଯାଇଛି । ଏପ୍ରିଲ ୧୮ ତାରିଖ ଆଜିଠାରୁ ଜେଇଇ ମେନ୍ ସେକ୍ସନ-୧ ପାଇଁ ଅନଲାଇନ୍ ଫର୍ମପୂରଣ ପୁଣି ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ରାତି ୯ଟା ପର୍ଯ୍ଯନ୍ତ ପିଲାମାନେ ଅନଲାଇନ ଫର୍ମପୂରଣ କରିପାରିବେ। ୨୫ ତାରିଖ ରାତି ୧୧ଟା ୫୦ ମଧ୍ୟରେ ଆବେଦନ ଫି’ ଦାଖଲ କରିବାକୁ କୁହାଯାଇଛି ।

ଜୁନ ୨୦ରୁ ୨୯ ତାରିଖ ମଧ୍ୟରେ ହେବ ଜେଇଇ ମେନ୍ ପରୀକ୍ଷା । ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ୱେବସାଇଟ jeemain.nta.nic.in ରେ ଆବେଦନ କରିପାରିବେ ।

Leave a comment