ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁମ୍ବାଇ ଇଣ୍ଡିଆନ୍ସ – ସନରାଇଜର୍ସ ହାଇଦ୍ରାବାଦ ମୁକାବିଲା, ଟସ୍‌ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ : ଆଜିର ଆଇପିଏଲ ମୁକାବିଲାରେ  ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ପ୍ରଥମେ ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ ସନରାଇଜର୍ସ ହାଇଦ୍ରାବାଦ । ପୂର୍ବ ୨ଟି ମ୍ୟାଚ ହାଇଦ୍ରାବାଦ ପରାଜୟ ବରଣ କରିଥିଛି। ଆଜି ମ୍ଯାଚକୁ ଜିତିବା ଲକ୍ଷ୍ୟରେ ରହିଛି  ହାଇଦ୍ରାବାଦ।

Leave A Reply

Your email address will not be published.