ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଷ ଓ ୟୁକ୍ରେନ ମହାଯୁଦ୍ଧ: ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କିଭ୍‌: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ। ଏହି ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଯୁଦ୍ଧରେ ଖାରକିଭରେ ଜଣେ ଭାରତୀୟ ଛତ୍ରଙ୍କର ମୃତ୍ଯୁ ଘଟିଛି। ଉକ୍ତ ଛାତ୍ର ଜଣଙ୍କ ଡାକ୍ତରୀ ପାଠ ପଢିବାକୁ ସେଠାକୁ ଯାଇଥିଲେ। ବୋମାମାଡ଼ରେ ଉକ୍ତ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ଖବର ଅନୁଯାୟୀ, ମୃତ୍ଯୁ ଘଟିଥିବା ଛାତ୍ର ଜଣଙ୍କ କର୍ଣ୍ଣାଟକର ବୋଲି ଜଣାପଡ଼ିଛି। ଉକ୍ତ ଛାତ୍ରଙ୍କର ନାମ ନବୀନ ଶେଖରପ୍ପା ।

Leave A Reply

Your email address will not be published.