ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୩୬୨୩କୁ ବୃଦ୍ଧି

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୩୬୨୩କୁ ବୃଦ୍ଧିପାଇଛି। ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୦୦୯ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୫୧୩ ଓ କର୍ଣ୍ଣାଟକରେ ୪୪୧  ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜସ୍ଥାନ-୩୭୩, କେରଳ- ୩୩୩, ଗୁଜୁରାଟ-୨୦୪ , ତାମିଲନାଡୁ- ୧୮୫, ତେଲେଙ୍ଗନା-୧୨୩, ଉତ୍ତର ପ୍ରଦେଶ- ୧୧୩, , ଓଡ଼ିଶା- ୭୫, ଆନ୍ଧ୍ରପ୍ରଦେଶ -୨୮, ପଞ୍ଜାବ-୨୭, ପଶ୍ଚିମବଙ୍ଗ- ୨୭ , ଗୋଆ- ୧୯, ଧ୍ୟପ୍ରଦେଶରେ- ୯, ଆସାମ-୯, ଉତ୍ତରାଖଣ୍ଡ- ୮, ମେଘାଳୟ- ୪, ,ଆଣ୍ଡାମାନ ନିକୋବର- ୩, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ପୁଡୁଚେରୀରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବ ବେଳ ଛତିଶଗଡ, ହିମାଚଳପ୍ରଦେଶ, ଲଦାଖ, ମଣିପୁରରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୦୯ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.