ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ଦେଶ- ବିଦେଶ

ରାମ ମନ୍ଦିରରେ ପ୍ରତିଷ୍ଠାହେଲା ସୁନାର…

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିରରେ ଏବେ ଭକ୍ତ ରାମଲାଲାଙ୍କ ସହିତ ସୁନାର ରାମଚରିତମାନସ ଦର୍ଶନ କରିପାରିବେ। ନବରାତ୍ରର ପ୍ରଥମ ଦିନରେ ଗର୍ଭଗୃହରେ ୧.୫ କ୍ବିଣ୍ଟାରଲ ଏହି ରାମଚରିତମାନସକୁ ପ୍ରତିଷ୍ଠା କରାଯାଇଛି। ରାମଲାଲାଙ୍କ ମୂର୍ତ୍ତିରୁ ୧୫ ଫୁଟ ଦୂରରେ ଥିବା ଏକ ପଥରରେ ରାମଚରିତମାନସ ରଖାଯାଇଛି।…

ନେପାଳକୁ ପୁଣି ହିନ୍ଦୁରାଷ୍ଟ୍ର ଘୋଷଣା…

କାଠମାଣ୍ଡୁ : ନେପାଳକୁ ପୁଣି ହିନ୍ଦୁରାଷ୍ଟ୍ର ଘୋଷଣା ଦାବି ଜୋର୍‌ ଧରିଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ରାଜଧାନୀ କାଠମାଣ୍ଡୁ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏମାନେ ଦେଶରେ ପୁଣିଥରେ ରାଜତନ୍ତ୍ର ପ୍ରତିଷ୍ଠା କରିବାକୁ ଦାବି କରୁଛନ୍ତି। ରାଜନୈତିକ ଦଳଗୁଡିକ ଦୁର୍ନୀତିରେ ଲିପ୍ତ ରହୁଥିବା…

ଭାରତୀୟ ମହାକାଶ ଗବେଷଣା…

ହଷ୍ଟନ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଚନ୍ଦ୍ରଯାନ-୩ ମିଶନର ସଫଳତା ପାଇଁ ମହତ୍ତ୍ବପୂର୍ଣ୍ଣ ଅବଦାନ ରଖିଥିବା ଟିମକୁ ଅନ୍ତରୀକ୍ଷ ଅଭିଯାତ୍ରା ଓ ଅନ୍ବେଷଣ ପାଇଁ ଆମେରିକା(ୟୁଏସ୍)ର ସ୍ପେସ୍ ଫାଉଣ୍ଡେସନ ପକ୍ଷରୁ ୨୦୨୪ ଜନ୍ ଏଲ. ଜାକ୍ ସ୍ବିଗେର୍ଟ ଜୁନିଅର୍ ଆୱାର୍ଡ ମିଳିଛି। ଗତବର୍ଷ ଅଗଷ୍ଟ…

ବିଲେଇକୁ ବଞ୍ଚାଇବାକୁ ଯାଇ ୫ଜଣଙ୍କର…

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ବିଲେଇକୁ ବଞ୍ଚାଇବାକୁ ଯାଇ ୫ଜଣଙ୍କର ମୃତ୍ୟୁ ଘଟିଛି।  ବାୟୋଗ୍ୟାସ୍‌ କୂଅରେ ପଡିଥିବା ଏକ ବିଲେଇର ଜୀବନ ରକ୍ଷା କରିବାକୁ ଯାଇ ୫ଜଣଙ୍କ ମୃତ୍ୟୁ ଘଟିଛି।ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ବିଲେଇଟି ବାୟୋଗ୍ୟାସ୍‌…

ମେ’ରେ ଖୋଲିବ କେଦାରନାଥ ଧାମ

ନୂଆାଦିଲ୍ଲୀ: ହିମାଳୟ ପାର୍ବତ୍ୟାଞ୍ଚଳରେ ଉତ୍ତରାଖଣ୍ଡ ରାଜ୍ୟରେ ଥିବା ହିନ୍ଦୁଙ୍କ ତିନି ପ୍ରସିଦ୍ଧ ଧର୍ମପୀଠ ଶୀତ ଋତୁରେ ବନ୍ଦ ରହିଥିବା ବେଳେ କେଦାରନାଥ ଧାମ ମଇ ୧୦ ସକାଳ ୭ଟାରେ , ବଦ୍ରିନାଥ ଧାମ ୧୨ ତାରିଖ ସକାଳ ୬ଟାରେ ଓ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରଦ୍ଧାଳୁ, ଭକ୍ତ ଓ…

ଛତିଶଗଡରେ ମୋରମ ଖଣିକୁ ଖସିଲା ବସ୍: ୧୨…

ରାୟପୁର: ଛତିଶଗଡ଼ ଦୁର୍ଗ ଜିଲ୍ଲା ଖାପ୍ରିରେ ମର୍ମନ୍ତୁଦ ଦୁର୍ଘଟଣା । ଗତ ରାତିରେ ଭାରସାମ୍ୟ ହରାଇ ଏକ ବସ୍‌ ୪୦ ଫୁଟ୍ ତଳ ମୋରମ ଖଣିକୁ ଖସି ପଡ଼ିଛି । ଏଥିରେ ୧୨ ଜଣଙ୍କ ର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି।ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ…

ହେମା ମାଳିନୀଙ୍କ ବିରୋଧରେ ଅଶ୍ଳୀଳ…

ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ବିଜେପିର ମଥୁରା ସାଂସଦ ହେମା ମାଳିନୀଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗରେ ମଙ୍ଗଳବାର ନିର୍ବାଚନ କମିଶନ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କମିଶନ ଏହି ମାମଲାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବି ଜବାବ…

କେଜ୍ରିୱାଲଙ୍କୁ ହାଇକୋର୍ଟ ଝଟକା :…

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ନିଜର ଗିରଫଦାରିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ତାଙ୍କ ଗିରଫ ବେଆଇନ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଇଡିର…

ମୁଖ୍ୟ ନିର୍ବାଚନ କମିଶନର ରାଜୀବ…

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା ବଳୟକୁ ବୃଦ୍ଧି କରାଯାଇଛି। ତାଙ୍କୁ Z ସୁରକ୍ଷା ପ୍ରଦାନ କରାଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି।ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ Z ବର୍ଗର ସୁରକ୍ଷା…

ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ…

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ନାଗପୁର ପ୍ରସିଦ୍ଧ ଡଲି ଚାଏ ୱାଲା। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଖବର। ବିଶ୍ୱର କୋଟିପତି ତାଲିକାରେ ଥିବା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ସାକ୍ଷାତ ପରେ ସୋସିଆଲ ମିଡିଆରେ ଏହି ଖବର ଏବେ…