Browsing Category
ଦେଶ- ବିଦେଶ
ଅଟା, ଗ୍ୟାସ୍ ପରେ ପାକିସ୍ତାନରେ ଘୋର…
ଇସଲାମାବାଦ(ଏଜେନ୍ସି): ଘୋର ଅର୍ଥନୈତିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନରେ ବର୍ତ୍ତମାନ ଉତ୍କଟ ବିଜୁଳି ସଙ୍କଟ ଦେଖାଦେଇଛି। ପ୍ରଥମେ ଦେଶରେ ଅଟା, ପରେ ଗ୍ୟାସ୍ ଏବଂ ପେଟ୍ରୋଲର ଅଭାବ ଏବଂ ବର୍ତ୍ତମାନ ବିଦ୍ୟୁତ୍ ସଙ୍କଟ ପାକିସ୍ତାନରେ ଷଳାକଙ୍କ ସାମାଜିକ ସ୍ଥିତିକୁ ଦୋହଲାଇ ଦେଇଛି। ରିପୋର୍ଟ…
ବିମାନ ଭିତରେ ଏୟାର ହଷ୍ଟେସ୍ଙ୍କୁ…
ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଏକ ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ ଜଣେ ଯାତ୍ରୀ । ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ…
ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ସ୍କୁଲରେ…
ଆମେରିକା: ଆମେରିକାର ଏକ ସ୍କୁଲରେ ପୁଣି ଥରେ ଫୁଟିଛି ଗୁଳି। ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡରେ ୨ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଜଣେ ଶିକ୍ଷକ ଗୁରୁତର ହୋଇଥିବା ଜଣାପଡିଛି । ସ୍କୁଲରେ ଗୁଳିମାଡ଼ କରି ଫେରାର ହୋଇଯାଉଥିବା କାର୍କୁ ଲୋକ ଅଟକାଇ ୩ଜଣ ସନ୍ଦିଗ୍ଧଙ୍କୁ…
ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କୀ…
ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ଓ ୨୦୧୯ ପୁଲୱାମା ଆତଙ୍କୀ ହମଲାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୋମବାର ଜମ୍ମୁରେ ଭାରତ ଯୋଡୋ ଯାତ୍ରା ଅବସରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦ ସମ୍ମୁଖରେ…
ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ…
ମୁମ୍ବାଇ: ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ୱରୁ ମୁକ୍ତି ଦେବା ପାଇଁ ନିବେଦନ…
ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କୁ ବିବାହ…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡା ଯାତ୍ରା ଅଧୀନରେ ଜାମ୍ମୁ କାଶ୍ମୀରରେ ଅଛନ୍ତି। ଏହି ସମୟରେ ସେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ। କଂଗ୍ରେସ ଏହି ସାକ୍ଷାତକାରକୁ ସୋସିଆଲ ମିଡିଆରେ ସେୟାର କରିଛି। ଏଥିରେ ରାହୁଲ ଗାନ୍ଧୀ ପ୍ରତ୍ୟେକ ବଡ ଏବଂ ଛୋଟ ଦିଗ ଉପରେ…
ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଣ୍ଡାମାନ ନିକୋବରର ୨୧ ଦ୍ୱୀପର ନାମକରଣ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦ୍ୱୀପକୁ ନେତାଜୀଙ୍କ ସ୍ମୃତିରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମତିଥିରେ ନେତାଜୀ ନାଶନାଲ ମେମୋରିଆଲ…
ଭାରତୀୟ ନୌସେନାରେ ସାମିଲ ହେଲା…
ମୁମ୍ବାଇ : ବଢିଲା ଭାରତୀୟ ନୌସେନାର ଶକ୍ତି। ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍ଏସ୍ ୱାଗିର୍’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ‘ଆଇଏନ୍ଏସ୍ ୱାଗିର୍’ ନୌସେନାର ‘ଆଇଏସ୍ଆର୍’ ଓ ସ୍ବତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ।
ଆଣ୍ଟି ସରଫେସ ଓ୍ବାରଫେର,…
ରାସ୍ତାରେ ଯାଉଥିବା ୬ ଜଣଙ୍କ ଉପରେ…
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ କାର୍କୁ ଧକ୍କା ଦେଇ ଦ୍ରୁତ ଗତିରେ ମାଡ଼ିଆସି ରାସ୍ତାରେ ଯାଉଥିବା ଲୋକଙ୍କୁ ଚାପି ଦେଇଥିବା ଜଣା ପଡ଼ିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରକ୍ ଧକ୍କା ଦେଇଥିବା କାରରେ ୪ରୁ ୫ ଜଣ ଲୋକ ଫସି…
ଗୁଜୁରାଟର ମୋରବି ପୋଲ ଦୁର୍ଘଟଣା, ଗିରଫ…
ଅହମ୍ମଦାବାଦ: ଗୁଜୁରାଟର ମୋରବି ପୋଲ ଦୁର୍ଘଟଣା ମାମଲାରେ ଓରେବା କମ୍ପାନୀ ମାଲିକ ଜୟସୁଖ ପଟେଲଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି ହୋଇଛି। ପୁଲିସ ପଟେଲଙ୍କୁ ଚାର୍ଜସିଟରେ ଅଭିଯୁକ୍ତ କରିଛି, ଅବଶ୍ୟ ଚାର୍ଜସିଟ୍ ବର୍ତ୍ତମାନ ସୁଦ୍ଧା କୋର୍ଟରେ ଦାଖଲ ହୋଇନାହିଁ। ଗିରଫ ପରୱାନା ଜାରି ହେବା ପରେ ପୋଲିସ…