ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ବ୍ଲକ ସହକାରୀ ଯନ୍ତ୍ରୀ, ରାସ୍ତା କାମର ବିଲ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା । ରାସ୍ତା କାମର ବିଲ କରେଇଦେବା ଲାଞ୍ଚ ନେଇ ଆଜି ବଂଶୀଧର ଭିଜିଲାନ୍ସ ଜାଲ ପଡ଼ିଛନ୍ତି। ୪ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଚଢ଼ାଉ କରିଥିଲା ଛତ୍ରପୁର ଭିଜିଲାନ୍ସ ।  ବ୍ଲକର ସ୍ୱଭାଗୃହ ନିକଟର ଏକ ପରିତ୍ୟକ୍ତ ଜାଗାରୁ ୪ହଜାର ଟଙ୍କା ଜବତ କରିଥିଲ ଭିଜିଲାନ୍ସ ଟିମ। ଏହି ଚଢାଉରେ ଭିଜିଲାନ୍ସର ଏକ ୬ଜଣିଆ ଟିମ ସାମିଲଥିଲେ। ଅଧିକ ତଥ୍ଯ ନେଇ ଖୋଲତାଡ଼ ଜାରି ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.