ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାମରା ଅବଦୁଲ କଲାମ ଦ୍ବୀପରୁ ପରୀକ୍ଷଣ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ମିସାଇଲ

ବାଲେଶ୍ବର: ଧାମରା ଅବଦୁଲ କଲାମ ଦ୍ବୀପରୁ ପରୀକ୍ଷଣ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ମିସାଇଲ HSTDV ( Hypersonic Technology Demonstrator Vehicle ) । ଏହା ଶବ୍ଦର ଗତି ଠାରୁ ୬ ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍କାର୍ମ ଜେଟ୍‌ ଇଞ୍ଜିନ ବ୍ୟବହାର କରାଯାଇଛି।

HSTDV ହେଉଛି ହାଇପରସୋନିକ ଟେକନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ। ଏହା ହାଇପରସୋନିକ ଓ ଦୂରଗାମୀ କ୍ରୁଜ ମିସାଇଲକୁ ନେଇପାରିବ। ଏହାର ତୀବ୍ର ବେଗ କାରଣରୁ ଅଧିକାଂଶ ରାଡାର ଏହାକୁ ଠାବ କରିବାରେ ସକ୍ଷମ ହୋଇପାରିନଥାନ୍ତି।

Leave A Reply

Your email address will not be published.