bitcoin
Bitcoin (BTC) 2,260,126.76 0.41%
ethereum
Ethereum (ETH) 139,030.44 0.86%
tether
Tether (USDT) 77.71 0.05%
usd-coin
USD Coin (USDC) 77.79 0.11%
bnb
BNB (BNB) 23,697.44 0.43%
xrp
XRP (XRP) 30.03 2.17%
binance-usd
Binance USD (BUSD) 77.87 0.01%
cardano
Cardano (ADA) 35.94 1.94%
solana
Solana (SOL) 3,273.78 1.48%
dogecoin
Dogecoin (DOGE) 6.37 3.78%

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ : ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା ହତ୍ୟାକାରୀ ସ୍ୱାମୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ଭୁବନେଶ୍ୱରରେ ପୁଣି ସ୍ୱାମୀ ସାଜିଲା ସଇତାନ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା ହତ୍ୟାକାରୀ ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ । ମୃତକ ହେଲେ ଲିଲତି ଦାଶ । ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାଶଙ୍କୁ ଅଟକ ରଖିଛି ସହିଦନଗର ଥାନା ପୋଲିସ । ଥାନାରେ ଅଧିକ ତଦନ୍ତ ଲାଗି ପଚରାଉଚରା ଜାରି ରଖିଛି ପୋଲିସ । ମୃତକ ଲିଲି ଦାଶ ହେଉଛନ୍ତି ସୌଭାଗ୍ୟଙ୍କ ଦ୍ୱିତୀୟ ପତ୍ନୀ । ପ୍ରଥମ ପତ୍ନୀ ଛାଡ଼ିଚାଲିଯିବା ପରେ ଲିଲିଙ୍କୁ ଦ୍ୱିତୀୟ ବିବାହ କରିଥିଲେ ସୌଭାଗ୍ୟ ।

Leave a comment