ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଚଞ୍ଚଲ୍ୟ: ଫ୍ୟାନରେ ଝୁଲି ପଡିଲେ ସ୍ୱାମୀ- ସ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ ଚଞ୍ଚଲ୍ୟ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଅଭାବାନୀୟ ଘଟଣା ଦେଖିବାକୁ ମିଳିଛି। ସ୍କୁଲକୁ ପିଲା ପାଠ ପଢିବାକୁ ଯାଇଥିବା ବେଳେ ଫ୍ୟାନରେ ଝୁଲି ପଡିଲେ ସ୍ୱାମୀ- ସ୍ତ୍ରୀ । ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଛି। ପ୍ରାଥମିକ ତଦନ୍ତରୁ ପରିବାରିକ କଳହ ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଲକ୍ଷ୍ମୀ ସାଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.