ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତଣ୍ଡାହର ସମୁଦ୍ର କୂଳରେ ଭାସି ଆସି ଲାଗିଛି ଏକ ବିରାଟ ମେସିନ, ନ୍ୟାଭିଗେସନ ମେସିନ ହୋଇଥିବା ସନ୍ଦେହ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବନଖଣ୍ଡ ଅଧିନସ୍ଥ ତଣ୍ଡାହର ସମୁଦ୍ର ଉପକୂଳରେ ଗତକାଲି ରାତିରେ ଏକ ବିରାଟ ମେସିନ ସମୁଦ୍ର ଭିତରୁ ଭାସି ଆସି କୂଳରେ ଲାଗିଛି । ମେସିନଟି କ’ଣ ସଠିକ ଜଣା ପଡି ନଥିବା ବେଳେ ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି କି ତଟରଖି ବାହିନୀ ଦ୍ଵାରା ସମୁଦ୍ର ଭିତରେ ସ୍ଥାପନ କରାଯାଇଥିବା ନ୍ୟାଭିଗେସନ ମେସିନ ହୋଇଥାଇପରେ । ଘଟଣା ସ୍ଥଳକୁ ବିଭାଗୀୟ ଅଧିକାରୀ ମାନେ ଯାଉଛନ୍ତି ସେଠାରେ ପହଞ୍ଚିଲା ପରେ ମେସିନଟି କ’ଣ ଓ କେଉଁ କାମରେ ଲାଗେ ଏବଂ କେଉଁଠୁ ଭାସି ଆସିଛି ଜଣା ପଡିବ ।

Leave A Reply

Your email address will not be published.