ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯାତ୍ରୀବାହୀ ବସ ହାଇଓ୍ବା ମୁହାଁମୁହିଁ ଧକ୍କା, ୧୫ ଯାତ୍ରୀ ଆହତ

ଜଗତସିଂହପୁର: କଟକ-ଜଗତସିଂହପୁର ରାସ୍ତା ବସନ୍ତପୁର ଛକରେ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ହାଇଓ୍ବା । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ରହିଛନ୍ତି । ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସମସ୍ତ ଯାତ୍ରୀଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜାନକୀ ନାମକ ଏହି ଯାତ୍ରୀବାହୀ ବସଟି କଟକରୁ ଏରସମା ବ୍ଲକ ପଦ୍ମପୁର ଅଭିମୁଖେ ଯାତ୍ରା କରୁଥିଲା ।

Leave A Reply

Your email address will not be published.