ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ସ୍ଵାସ୍ଥ୍ୟ

ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର…

ମକା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। କିନ୍ତୁ ମକାରେ ଥିବା ପତ୍ର ଓ ସିଲ୍‌କ ସୂତା ଭଳି ଥିବା ଅଂଶକୁ ସମସ୍ତେ ଫୋପାଡ଼ି ଦେଇଥାନ୍ତି। କିନ୍ତୁ ମକାରେ ଥିବା ସିଲ୍‌କ ସୂତା ଭଳି ଅଂଶ ସ୍ବାସ୍ଥ୍ୟକର ହୋଇଥାଏ। ୫୦୦୦ ବର୍ଷ ପୂର୍ବରୁ ମଧ୍ୟ ଏହି ଅଂଶର ବ୍ୟବହାର କରି ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର…

ଦ୍ରୁତଗତିରେ ବଢ଼ିଚାଲିଛି ଆଖିଧରା ରୋଗ,…

ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷାଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍‌ ହୋଇଯାଏ। ତେଣୁ ଏହାକୁ ଇଂରାଜୀରେ ପିଙ୍କ୍‌ ଆଏ ଡିଜିଜ୍‌ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏହାର ଚିକିତ୍ସା ଓ ପ୍ରତିଷେଧକ ପାଇଁ ହୋମିଓପ୍ୟାଥି…

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କାଙ୍କଡ଼,…

ବର୍ଷାଋତୁରେ ମିଳୁଥିବା ଅନେକ ପ୍ରକାର ଫଳ ଓ ପନିପରିବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ। ସେସବୁ ମଧ୍ୟରୁ କାଙ୍କଡ଼ରେ ଅନକ ପ୍ରକାର ଔଷଧୀୟ ଗୁଣ ରହିଛି, ଯାହାକି ବର୍ଷାଦିନିଆ ଥଣ୍ଡା, କାଶ ଓ ଆଲର୍ଜି ଦୂର କରିଥାଏ। ଏଥିରେ ପ୍ରୋଟିନ୍‌ର ପରିମାଣ ଅଧିକ ଥାଏ, ଯାହାକି ଶାରୀରିକ ଶକ୍ତି ବୃଦ୍ଧି କରେ। କାଙ୍କଡ଼…

ଜାଣନ୍ତୁ କିପରି କରିବେ ଟନ୍‌ସିଲ୍‌…

ଟନ୍‌ସିଲ୍‌ ସମସ୍ୟାକୁ ଅଣଦେଖା କରିବା ଦ୍ବାରା ଗଳାକଷ୍ଟ ଅଧିକ ହୋଇଥାଏ ଏବଂ ସାମାନ୍ୟ ପାଣି ମଧ୍ୟ ପିଇବାରେ ଗଳା ଦରଜ ଲାଗେ ଏବଂ ନିଃଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ। କାନମୂଳ ମଧ୍ୟ ଦରଜ ହୋଇ କାନଟାଣି ହେବା ଭଳି ଲାଗେ। ତେବେ ଏହାର କ’ଣ ଘରୋଇ ଉପଚାର ରହିଛି, ଆସନ୍ତୁ ଜାଣିବା –-ଦିନକୁ…

ଧଳା ପିଆଜ ଦୂର କରେ ବିଭିନ୍ନ ସ୍ବାସ୍ଥ୍ୟ…

ଆୟୁର୍ବେଦରେ ପିଆଜକୁ ବିଭିନ୍ନ ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ। ପିଆଜରେ ଅନେକ ପୋଷକତତ୍ତ୍ବ ରହିଛି। ପିଆଜ ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହିତ ସାଲାଡ୍‌ରେ କଞ୍ଚାପିଆଜ ଖାଇବା ଦ୍ବାରା କୋଲେଷ୍ଟ୍ରଲ୍‌ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଧଳା ପିଆଜରେ ଥିବା ସୋଡିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌,…

ଖାଇବା ପରେ ପରେ ଶୋଇବା କ୍ଷତିକାରକ,…

ବ୍ୟସ୍ତ ଜୀବନଶୈଳୀ ଏବଂ ରାସାୟନିକଯୁକ୍ତ ଖାଦ୍ୟ ପାଇଁ ଏବେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏସବୁ ସହିତ ଖାଇବା ସଙ୍ଗେ ସଙ୍ଗେ ଶୋଇବାକୁ ଯିବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ୁଛି। ଏହାଦ୍ବାରା ପାଚନ ତନ୍ତ୍ର ପ୍ରଭାବିତ ହୋଇ ବିଭିନ୍ନ ପେଟରୋଗ ସହିତ ଆହୁରି ଅନେକ ପ୍ରକାର ରୋଗ ହେଉଛି।…

ଜାଣନ୍ତୁ ସବୁବେଳେ ଆଖିରୁ ଲୁହ…

ଲୁହ ରୋଗପ୍ରତିରୋଧକ ଶକ୍ତିର ଏକ ଅଂଶ ଭାବେ ପରିଗଣିତ, ଯାହାକୁ ଆଖିକୁ ବିଭିନ୍ନ ପ୍ରକାର ଦୂଷିତ କଣିକାରୁ ରକ୍ଷା କରିଥାଏ। ଆଖିରେ କୌଣସି ଧୂଳିକଣା ପଡ଼ିଗଲେ, ସଙ୍ଗେ ସଙ୍ଗେ ଆଖିରୁ ଲୁହ ବାହାରିଥାଏ। ଏହା କ୍ବଚିତ୍‌ ଦେଖାଯାଏ। କିନ୍ତୁ ଅନେକ ଲୋକଙ୍କ ଆଖିରୁ ଅନବରତ ଲୁହ ବାହାରିଥାଏ। ଡାକ୍ତରୀ ଭାଷାରେ ଏହାକୁ…

ଜାଣନ୍ତୁ ପିଲା ବିଳମ୍ବରେ କଥା କହିବାର…

ଶିଶୁଟିଏ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ତେବେ ଅନେକ ପରିବାରରେ ପିଲାଟି ଯେଉଁ ସମୟରେ କଥା କହିବା ଆବଶ୍ୟକ, ତା’ଠାରୁ ବିଳମ୍ବ ଦେଖାଯାଏ। ଯଦିଓ ଏହା କୌଣସି ରୋଗ ନୁହେଁ, କିନ୍ତୁ ଏହାକୁ ଏକ ପ୍ରକାର ସମସ୍ୟା କୁହାଯାଇପାରେ। ହେଲେ କାହିଁକି ପିଲାଟି ଠିକ୍‌ ସମୟରେ କଥା ହୁଏ…

ଆଇସିଏମ୍‌ଆର୍‌ ରିପୋର୍ଟ: ଦେଶରେ ୧୦…

ଚେନ୍ନାଇ: ବ୍ରିଟେନର ମେଡିକାଲ ଜର୍ଣ୍ଣାଲ 'ଲାନସେଟ'ରେ ପ୍ରକାଶିତ ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବର୍ତ୍ତମାନ ଭାରତରେ ୧୦ କୋଟିରୁ ଅଧିକ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨୦୧୯ ମସିହାରେ, ଏହି ସଂଖ୍ୟା ପ୍ରାୟ ୭ କୋଟି ଥିଲା। ଅଧ୍ୟୟନରେ କୁହାଯାଇଛି ଯେ କେତେକ…

ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ପଣସ ମଞ୍ଜି,…

ପଣସ କଠା ଓ ପାଚିଲା ପଣସ ଭଳି ପଣସ ମଞ୍ଜିରେ ଅନେକ ପ୍ରକାର ପୋଷକତତ୍ତ୍ବ ଥାଏ। ତେଣୁ ପଣସମଞ୍ଜିକୁ ଫୋପାଡ଼ିବାର ଭୁଲ୍‌ କରନ୍ତୁ ନାହିଁ। ଏହାକୁ ତରକାରୀ କରି ଖାଇପାରିବେ। ତେବେ ଆସନ୍ତୁ ଜାଣିବା ପଣସମଞ୍ଜି ଦ୍ବାରା କ’ଣ ସବୁ ସ୍ବାସ୍ଥ୍ୟଲାଭ ମିଳିପାରିବ।-ପଣସ ମଞ୍ଜିରେ ଭରପୂର ମାତ୍ରାରେ ଫାଇବର୍‌ ଥାଏ।…