15th Aug sidebar
15th Aug sidebar
Browsing Category

ସ୍ଵାସ୍ଥ୍ୟ

ମୋବାଇଲ୍‌ ଆପ୍‌ ଚିହ୍ନଟ କରିବ…

କ୍ୟା ନସର୍‌ ଏକ ପ୍ରାଣଘାତୀ ରୋଗ ଏବଂ ଏହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ। କିନ୍ତୁ ଉଚିତ ସମୟ ଭିତରେ ଏହି ରୋଗ ଚିହ୍ନଟ ହେଲେ ରୋଗୀ ସୁସ୍ଥ ହେବାର ସମ୍ଭାବନା ଥାଏ। ତେଣୁ ଏବେ ଭାରତରେ ଏମିତି ଏକ ନୂତନ ମୋବାଇଲ୍‌ ଆପ୍‌ ନିର୍ମାଣ କରାଯାଇଛି, ଯାହାଦ୍ବାରା କେବଳ ୧୫ରୁ ୩୦ ସେକେଣ୍ଡ୍‌ ଭିତରେ କ୍ୟାନସର୍‌…

୫ବର୍ଷରୁ କମ୍ ଶିଶୁମାନଙ୍କଠାରେ…

ସାଧାରଣତଃ ପିଲାମାନଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଏ। ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । କିଛି କ୍ଷେତ୍ରରେ ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଠାରେ ବି ଦେଖାଯାଉଛି। ଏହାର ହାରାହାରି ବୟସ ସୀମା ୬ ମାସରୁ ୧୨ ବର୍ଷ। ଏହା ଏକ ଭୂତାଣୁଜନିତ ରୋଗ। ବାୟୁମଣ୍ଡଳରେ…

ଓଡ଼ିଶାରେ ବର୍ଷକୁ ହୃଦଘାତରେ ଆଖି…

ଭୁବନେଶ୍ୱର : କିଛି ଦିନ ପୂର୍ବେ ସୁପ୍ରସିଦ୍ଧ ଗାୟକ କେକେ କଲକାତାରେ ପ୍ରଦର୍ଶନ କରୁଥିବା ସମୟରେ ହୃଦଘାତର ଶିକାର ହୋଇ ଆଖି ବୁଜିଥିଲେ। ଏହାର କିଛି ଦିନ ପୂର୍ବରୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ପୁନିଥ୍‍ ରାଜକୁମାର ହୃଦଘାତରେ ପ୍ରାଣ ହରାଇଥିଲେ। କେବଳ ଏହି ଦୁଇ ସେଲିବ୍ରିଟି ନୁହନ୍ତି ଭାରତରେ…

ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପଡିଥିବା…

ଆଜିକାଲିର ଅନିୟମିତ ଓ ଅସ୍ବାସ୍ଥ୍ୟକର ଜୀବନଚର୍ଯ୍ୟାର କୁପ୍ରଭାବ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ଏହା ଯୋଗୁଁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୁଏ। ଏହା ବ୍ୟତୀତ ୩୦ ବର୍ଷ ପରେ ମହିଳାମାନେ ନିଜ ସ୍ବାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ।ମହିଳାଙ୍କଠାରେ ରକ୍ତହୀନତା, ଆଣ୍ଠୁଗଣ୍ଠି ଦରଜ, ଅଣ୍ଟା…

କମ୍‌ ବୟସରେ କାହିଁକି ହେଉଛି ହୃଦ୍‌ଘାତ,…

ଭୁବନେଶ୍ବର : ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନଥ ଓରଫ୍‌ କେକେ ଗତ ମଙ୍ଗଳବାର ରାତିରେ କୋଲକାତାରେ ଏକ ଲାଇଭ୍‌ ଶୋ’ରେ ପର୍ଫମ୍‌ କରୁଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସୁସ୍ଥ ଜୀବନଚର୍ଯ୍ୟାକୁ ଜୀବନର ମନ୍ତ୍ର କରିଥିବା କେକେଙ୍କୁ ହଠାତ୍‌…

ଖରାଦିନରେ କିପରି ନେବେ ସ୍ବାସ୍ଥ୍ୟର ଯତ୍ନ

ଖରାଦିନରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ବୟସାଧିକ୍ୟ ଲୋକ ଓ ଶିଶୁମାନେ ଏଥିରେ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି। ତେଣୁ ଖରାଦିନରେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା କ୍ଷେତ୍ରରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ। ଏଲୋପାଥି (ଡାକ୍ତର ସନ୍ଦୀପ୍‌ ଦାଶ) ଖରାଦିନରେ ଶିଶୁମାନଙ୍କୁ ପତଳା…

ଭେଣ୍ଡି ଖାଇବା ପରେ ଖାଆନ୍ତୁନି ଏହିସବୁ…

ଭିଟାମିନ୍‌, କ୍ୟାଲ୍‌ସିୟମ୍‌, ଫସ୍‌ଫରସ୍‌ ଓ ଅନ୍ୟ ପୋଷକତତ୍ତ୍ବରେ ଭରପୂର ଭେଣ୍ଡି, ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକାରକ। ଏମିତି କିଛି ଖାଦ୍ୟ ଅଛି, ଯାହାକୁ ଭେଣ୍ଡି ଖାଇବା ପରେ ଖାଇବା ଉଚିତ ନୁହେଁ। ନଚେତ୍‌ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ସେହିସବୁ ଖାଦ୍ୟ ହେଉଛି – ଭେଣ୍ଡି ସହିତ କିମ୍ବା…

ସବୁବେଳେ ଆଖିରୁ ଲୁହ ବାହାରୁଥିଲେ କଣ…

ଆଖିରେ ଥିବା ଲୁହ ରୋଗପ୍ରତିରୋଧକ ଶକ୍ତିର ଏକ ଅଂଶ ଭାବେ ପରିଗଣିତ, ଯାହାକୁ ଆଖିକୁ ବିଭିନ୍ନ ପ୍ରକାର ଦୂଷିତ କଣିକାରୁ ରକ୍ଷା କରିଥାଏ। ଆଖିରେ କୌଣସି ଧୂଳିକଣା ପଡ଼ିଗଲେ, ସଙ୍ଗେ ସଙ୍ଗେ ଆଖିରୁ ଲୁହ ବା ପାଣି ବାହାରିଥାଏ। ଏହା କ୍ବଚିତ୍‌ ଦେଖାଯାଏ। କିନ୍ତୁ ଅନେକ ଲୋକଙ୍କ ଆଖିରୁ ଅନବରତ ପାଣି ବାହାରିଥାଏ।…

ସୁଖନିଦ୍ରା ପାଇଁ କ’ଣ ରହିଛି…

ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ବାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ ହେଉଛି – ♦ ପେଙ୍ଗସୁଇ ଅନୁଯାୟୀ,…

ନାକରୁ ରକ୍ତ ପଡିବା ସମସ୍ୟା ଦୂର କରିବା…

ଗରମଦିନ ଆସିଲେ, ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ସେସବୁ ମଧ୍ୟରୁ ନାକରୁ ରକ୍ତ ପଡ଼ିବା ଏକ ବଡ଼ ସମସ୍ୟା। ଏହା ଉଭୟ ପିଲା ଓ ବଡ଼ମାନଙ୍କଠାରେ ଦେଖାଯାଏ। ଏହାର ଶୀଘ୍ର ଉପଚାର କରିଦେବା ଜରୁରି। ନାକରୁ ରକ୍ତ ପଡ଼ିବା ସମସ୍ୟା ଦୂର କରିବା ପାଇଁ କେତେକ ଘରୋଇ ଉପାୟ ଜାଣି ରଖିବା ଉଚିତ। -ବାହାରକୁ…