ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘର ନିକଟରେ ହାତୀପଲଙ୍କ ଜଳକ୍ରୀଡା, ଲୋକେ ଭୟଭୀତ

ତୁରୁମୁଙ୍ଗା/କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀପଲଙ୍କୁ ଦେଖି ଲୋକେ ଭୟଭିତ ଅଛନ୍ତି। ବୁଧବାର ଦିନ ବେଳେ ପାଟଣା ରେଞ୍ଜ ଅନ୍ତର୍ଗତ ବିଷ୍ଣୁପୁର ଗାଁ ର ଭବିଶା କୁଦର ସାହି ନିକଟରେ ଡେରା ପକାଇଛନ୍ତି ହାତୀପଲ । ଘର ନିକଟରେ ହାତୀପଲ ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀପଲଙ୍କୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ଜମିଥିବା ବେଳେ ହାତୀ ମାନଙ୍କ ଜଳକ୍ରୀଡ଼ା ଦେଖିବା ଲୋକଙ୍କୁ ଉତ୍ସ।ହିତ କରିଛି। ହାତୀପଲ ଗାଧୋଇବାର ମନରୋମ ଦୃଶ୍ୟ ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରୁଛି।

Leave A Reply

Your email address will not be published.