ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟରୁ ଜବତ ହେଲା ୫କୋଟିର ୨ଟି ହାତଘଣ୍ଟା

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଦୁଇଟି ହାତଘଣ୍ଟାକୁ ଦେଶର ବହିଃଶୁଳ୍କ ବିଭାଗର ଅଧିକାରୀମାନେ ଜବତ କରିଛନ୍ତି । ଏହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ରବିବାର ରାତିରେ ହାର୍ଦ୍ଦିକ ଦୁବାଇରୁ ସ୍ୱଦେଶ ଫେରିବା ସମୟରେ ବିମାନ ବନ୍ଦରରେ ତାଙ୍କ ଠାରୁ ଏହି ହାତଘଣ୍ଟା ଜବତ କରାଯାଇଥିଲା । ଉକ୍ତ ଘଣ୍ଟାର ବିଲ୍‍ ତାଙ୍କ ନିକଟରେ ନଥିବାରୁ ବହିଃଶୁଳ୍କ ବିଭାଗର ମୁମ୍ବଇସ୍ଥିତ ଅଧିକାରୀ ତାହାକୁ ଜବତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.