ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଜେଲରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ: ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ୍

ରାୟଗଡ଼ା: ଜେଲରୁ ପୁଣି ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ରାୟଗଡ଼ା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୭୧ ଜଣ କଏଦୀ ଓ ୪ ଜଣ କର୍ମଚାରୀ ଅଛନ୍ତି । ସମସ୍ତେ ଜେଲ ଭିତରେ ଆଇସୋଲେସନରେ ରହିଛନ୍ତି । ଗୁଣୁପୁର ସବ୍-ଜେଲରେ ୧୧୩ ଜଣ କଏଦୀ ଅଛନ୍ତି । ୧୪ କର୍ମଚାରୀଙ୍କ ଭିତରୁ ୪ ପଜିଟିଭ୍ ବାହାରିଛନ୍ତି । ଆଗକୁ କାହାର ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ । ଯେଉଁମାନେ ଅଧିକ ଟିକିତ୍ସା ଆବଶ୍ୟକ କରିବେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ  ବୋଲି  ଗୁଣପୁର ଉପଖଣ୍ଡ ଡାକ୍ତର ରମେଶ ସାହୁ ।

Leave A Reply

Your email address will not be published.