ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବର୍ଷାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ: ୨ ଦିନ ପାଇଁ ବନ୍ଦ ରହିବ ଗୋପାଳପୁର ବେଳାଭୂମି

ଗଞ୍ଜାମ: ବାତ୍ଯା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ବର୍ଷା ପାଇଁ ୧୦  ଓ ୧୧ ତାରିଖ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ଦୁଇ ଦିନ ଧରି ଗୋପାଳପୁର ସମୁଦ୍ର ବେଳାଭୂମିକୁ ବନ୍ଦ ରଖିବାକୁ  ଜିଲ୍ଲା ପ୍ରଶାସ ନିଷ୍ପତ୍ତି ନେଇଛନ୍ତି। ୧୦ ଓ ୧୧ ତାରିଖ ଗୋପାଳପୁର ବେଳାଭୂମି ପର୍ଯ୍ଯଟକଙ୍କୁ ବାରଣ କରାଯାଇଛି। ଏ ନେଇ ଜିଲ୍ଲାପଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.